ର।ସ୍ତ। ମଝିରେ ଜଳି ଗଲା ସିଟି ବସ୍ ।

0
165

ଭୁବନେଶ୍ୱର: କଟକ ପରେ ଆଜି ଭୁବନେଶ୍ୱର ପୋଖରୀପୁଟରେ ଏକ ସିଟି ବସ୍‌ ଜଳିଯ।ଇଥିବ।ର ଦେଖିବ।କୁ ମିଳିଛି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ୪୦୫ ନଂ ସିଟି ବସଟି ଡୁମୁଡୁମାରୁ ଭିଏସଏସନଗର ଅଭିମୁଖେ ଯାଉଥିବ। ସମୟରେ ପୋଖରୀପୁଟ ଠାରେ କୌଣସି କାରଣରୁ ବସଟିରେ ନିଆଁ ଲାଗିିଯାଇଥିଲା। ସଙ୍ଗେସଙ୍ଗେ ବସରେ ଥିବା ସମସ୍ତ ଯାତ୍ରୀ ବାହାରକୁ ଚାଲି ଆସିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବସରେ କେଉଁ କ।ରଣରୁ ନିଆଁ ଲାଗିଲ। ଜଣାପଡ଼ିନ।ହିଁ ।

Xanax Purchase

LEAVE A REPLY

Please enter your comment!
Please enter your name here

Buy Xanax Romania

Can I Buy Xanax From Canada

http://naturesown.co.za/product/amino-75-vegicaps-30/?add-to-cart=23897

http://boldmarketing.com/wp-cron.php?doing_wp_cron=1580913908.9217050075531005859375

Buy Alprazolam Europe

http://dynamotaxi.com/?x=Xanax-Canada-Online