ବିଦାୟ ନେଲେ ବଲିଉଡ୍‌ର ହାସ୍ୟ ଅଭିନେତା କାଦର ଖାଁ

0
99

http://naturesown.co.za/wp-cron.php?doing_wp_cron=1580910304.7058820724487304687500 ମୁମ୍ବାଇ: କିଛିଦିନର ଅସୁସ୍ଥତା ପରେ ଶେଷରେ ବିଦାୟ ନେଲେ ବଲିଉଡ୍‌ର ହାସ୍ୟ ଅଭିନେତା କାଦର ଖାଁ। କାନାଡାର ଟରଣ୍ଟୋରେ ଥିବା ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବଲିଉଡ୍‌ରେ ସୃଷ୍ଟି ହୋଇଛି ଏକ ବିରାଟ ଶୂନ୍ୟସ୍ଥାନ। ସଂଳାପ ଲେଖକରୁ ହାସ୍ୟ ଅଭିନେତା ପାଲଟିଥିବା କାଦର ଖାଁ ତାଙ୍କ କ୍ୟାରିୟରେ ୩ଶହରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିବା ବେଳେ ତାଙ୍କ ବିୟୋଗରେ ପ୍ରଶଂସକଙ୍କ ଆଖିରୁ ଝରିଛି ଲୁହ। ନୂତନ ବର୍ଷର ଆରମ୍ଭରେ ବଲିଉଡ ହରାଇଛି ଜଣେ ବରିଷ୍ଠ ଅଭିନେତାଙ୍କୁ। ଡିସେମ୍ବର ୩୧ରେ ତାଙ୍କ ମୃତ୍ୟୁକୁ ନେଇ କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିବା ବେଳେ ଏହାକୁ ଖଣ୍ଡନ କରିଥିଲେ ତାଙ୍କ ପୁଅ ସରଫରାଜ ଖାଁ। ହେଲେ ମଙ୍ଗଳବାର ସକାଳୁ ଅର୍ଥାତ ନୂଆବର୍ଷରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ପୁଅ ସରଫରାଜ। କାନାଡାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ

Buying Alprazolam

LEAVE A REPLY

Please enter your comment!
Please enter your name here

Buying Xanax Online Forum

Buy Cheap Xanax Overnight Shipping Online

Buying Xanax Online Canada

Online Dr Xanax

http://bandarbaju.com/distibutor-baju-tidur-korea-wanita-dewasa-murah-mulai-25ribu.html

http://bisnisbajumu.com/tag/pusat-grosir-baju-wanita/feed

http://tamaralounge.com/?y=Can-You-Order-Xanax-Online-Legally