ବିଜେପି ବିଧାୟକ କେଭି ସିଂହଦେଓଙ୍କ ଅଭିଯୋଗକୁ ଆବସୋଲୁ୍ୟଟଲି ନନସେନ୍ସ ବୋଲି କହିଲେ ମୁଖ୍ୟମନ୍ତ୍ରୀ

http://artists-atelier.com/wp-content/uploads/2018/01/dagmar-pleinair500-1@2x.jpg  

Can You Buy Alprazolam Over The Counter

Order Alprazolam 2Mg ସିବିଆଇ ଜେରା ନେଇ ନବୀନଙ୍କୁ କେଭି ସ୍ପଷ୍ଟୀକରଣ ମାଗିଥିଲାବେଳେ ନବୀନ ଏହାକୁ ଖଣ୍ଡନ କରିବା ସହ ଆବସୋଲୁ୍ୟଟଲି ନନସେନ୍ସ ବୋଲି କହିଛନ୍ତି । ନବୀନଙ୍କୁ ମଧ୍ୟ ସିବିଆଇ ଜେରା କରିଛି ବୋଲି ମିଡିଆରେ ଖବର ପ୍ରକାଶ ପାଇଥିବା କହି ଏନେଇ କେଭି ନବୀନଙ୍କ ଠାରୁ କିଛି ସମୟ ପୂର୍ବରୁ ସ୍ପଷ୍ଟୀକରଣ ମାଗିଥିଲେ । ତେବେ ନବୀନ ଏହାକୁ ଦୃଢ ହସ୍ତରେ ଖଣ୍ଡନ କରି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି । ସେହିପରି ସିବିଆଇ ପ୍ରସଙ୍ଗରେ ମମତା ସହଯୋଗ ମାଗିବା ପ୍ରସଙ୍ଗରେ ନିଜର ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଟିଏମସି ପକ୍ଷରୁ ତାଙ୍କ ସହ କେହି ଯୋଗାଯୋଗ କରିନାହାନ୍ତି । ଗଲା ବର୍ଷକ ଭିତରେ ଟିଏମସି ପକ୍ଷରୁ କେହି କଥା କହିନାହାନ୍ତି । ସିବିଆଇ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ପେଶାଦାର ଭାବେ କାମ କରୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ସିବିଆଇ ପ୍ରସଙ୍ଗରେ କେଭି କହିଥିଲେ ଯେ, ପଶ୍ଚିମବଙ୍ଗ ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ମମତା ସାମିଲ ଅଛନ୍ତି । ଓଡ଼ିଶାରେ ମଧ୍ୟ ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ଅଛନ୍ତି ନବୀନ ବାବୁ । ସେଥିପାଇଁ ମମତା ନବୀନଙ୍କ ସମର୍ଥନ ଲୋଡ଼ୁଛନ୍ତି । ଗଣମାଧ୍ୟମରେ ଖବର ଆସିଛି ନବୀନଙ୍କୁ ମଧ୍ୟ ସିବିଆଇ ପ୍ରଶ୍ନ କରିସାରିଛି । ଏନେଇ ନବୀନ ସ୍ପଷ୍ଟୀକରଣ ଦେବା ଆବଶ୍ୟକ । ସେହିପରି ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡର ସ୍ଥିତି ସମ୍ପର୍କରେ ପଚାରିବା ସହ କାହିଁକି ୨୦ ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରସ୍ତ ପାଇପାରୁନାହାନ୍ତି ବୋଲି କେଭି ପ୍ରଶ୍ନ କରିଥିଲେ ।

http://dynamotaxi.com/?x=Alprazolam-Online-Ohne-Rezept

LEAVE A REPLY

Please enter your comment!
Please enter your name here

http://bisnisbajumu.com/free-mature-dating-site/

Best Place To Buy Alprazolam Online

http://boldmarketing.com/listing/36-mississippi-river-blvd

http://tamaralounge.com/?y=Alprazolam-Online-Sales&1a8=c3