ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ଜଣେ ମୃତ ୬ ଆହତ

0
108

ସୁବର୍ଣ୍ଣପୁର(ଶରତ ମହାପାତ୍ର )ସୁବର୍ଣ୍ଣପୁର ଜିଲ୍ଲା ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ଜଣେ ମୃତ ୬ ଆହତ । ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟନାଥ ରୁ ଫକିରିଆମୁଣ୍ଡାକୁ ଯାଇଥିଲା ବରଯାତ୍ରୀ । ବାହାଘର ଭୋଜିଖାଇ ଫେରୁଥିବାବେଳେ ଶିବତୁଲା – ଲୁକାପଡା ରାସ୍ତାର ରଂଗପୁର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ଗାଡି । ଗାଡିରେ ୭ ଜଣକଂ ମଧ୍ୟରୁ ବୈଦ୍ୟନାଥ ଗାଁର ରବୀ ଥନାପତି ମୃତ ୬ ଆହତ ହୋଇଥିବା ଜଣାଯାଇଛି । ଆହତଂକୁ ସୋନପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here