ବଙ୍ଗୋପସାଗରର ଉପକୂଳ ଅଞ୍ଚଳରେ ହାଇ ଆଲର୍ଟ

0
90

ଆଜି ଠ।ରୁ ଦୁଇ ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ପ।ଖ।ପ।ଖି ୨ରୁ ୩ ମିଟର ଉଚ୍ଚରେ ଜୁଆର ବଢିବାର ଆଶଙ୍କା ରହିଥିବାରୁ ଉପକୂଳ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ଏହି ସାମୁଦ୍ରିକ ଢେଉ ସ୍ଥଳଭାଗ ମୁହାଁ ହେବାର ସମ୍ଭାବନା ଥିବାରୁ ଉପକୂଳ ତଥା ତଳ ଅଞ୍ଚଳରେ ବ୍ୟାପକ ଜଳ ପ୍ରବେଶ କରିବାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟନ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସଚେତନ କରାଯାଇଛି।

LEAVE A REPLY

Please enter your comment!
Please enter your name here