ପ୍ରଭୁ ଶ୍ରୀ ରାମ ରାମ ସେତୁକୁ ପରେ କ।ହିଁକି ଭାଙ୍ଗିଦେଇଥିଲେ !

0
573

ହିନ୍ଦୁ ଧର୍ମର ରାମାୟଣ ଅନୁସାରେ ଲଙ୍କାପତି ରାବଣ ମାତା ସୀତା ଙ୍କୁ ହରଣ କରିନେଇ ଲଙ୍କାର ଅଶୋକ ବନରେ ରଖିଥିଲେ । ପ୍ରଭୁ ରାମଚନ୍ଦ୍ର ମ।ତ। ସୀତାଙ୍କୁ ଉଦ୍ଧାର କରିବା ପ।ଇଁ ନିଜର ବାନର ସେନା ମାଧ୍ୟମରେ ରାମ ସେତୁର ନିର୍ମାଣ କରି ଲଙ୍କ।ନଗରୀରେ ନିଜର ବ।ନର ସେନାଙ୍କୁ ଧରି ଆକ୍ରମଣ କରିଥିଲେ I

କିନ୍ତୁ ବହୁତ କମ ଲୋକେ ଜାଣିଛନ୍ତି କି ପରେ ଶ୍ରୀ ରାମ ଚନ୍ଦ୍ର ଏହି ସେତୁ କୁ ଭାଙ୍ଗିଦେଇଥିଲେ I

ହଁ ଆଜ୍ଞା ଯେଉଁ ରାମ ସେତୁ ର ନିର୍ମାଣ ବାନର ଓ ଭାଲୁ ମାନେ ଶ୍ରୀ ରାମ ଙ୍କ କହିବା ଦ୍ୱାରା କରିଥିଲେ ପର ମୁହୁର୍ତରେ ସେମାନେ ଏହାକୁ ଭାଙ୍ଗିଦେଇଥିଲେ I

ରାମ ସେତୁ ଭାଂଗିବାର କଥା –
ଯେବେ ଶ୍ରୀ ରାମ ପୁଣି ଲଙ୍କା ଯାଇଥିଲେ –
ବାଲ୍ମୀକି ରାମାୟଣ ଅନୁସାରେ ରାବଣ ର ଅନ୍ତ ପରେ ଶ୍ରୀ ରାମ , ଲକ୍ଷ୍ମଣ ଓ ସୀତା ଙ୍କ ସହ ଅଯୋଧ୍ୟା ଫେରିଥିଲେ ଏବଂ ଅଯୋଧ୍ୟା ରେ ରାଜା ହେବ ପରେ ଏକଦା ସେ ବିଭୀଷଣ ର କଥା ଚିନ୍ତା କରୁଥିଲେ, ରାବଣ ର ମୃତ୍ୟୁ ପରେ ବିଭୀଷଣ ହିଁ ଲଙ୍କା ଉପରେ ରାଜା ଏବଂ ସେ ରାମ ଙ୍କ ପରମ ଭକ୍ତ ଅଟନ୍ତି I ଶ୍ରୀ ରାମ ଲଙ୍କା ଯିବା ପାଁଇ ଠାରେ ମନ କୁ ବିଚାର ଆଣନ୍ତି ଓ ଦୁଇ ଭାଇ ପୁଷ୍ପକ ବିମାନ ରେ ଲଙ୍କାପୁରି ମଧ୍ୟ ବୁଲିବାକୁ ଯାନ୍ତି I

ଲଙ୍କା ପୁରୀ ରେ ରାମ ଙ୍କ ଭବ୍ୟ ସ୍ୱାଗତ –
ଯେତେବେଳେ ବିଭୀଷଣ ଙ୍କୁ ଜଣାପଡିଲା କି ଶ୍ରୀ ରାମ ତାଙ୍କୁ ଦେଖାକରିବାକୁ ଆସୁଛନ୍ତି ତ ସେ ତାଙ୍କ ସ୍ୱାଗତ ପାଁଇ ପୁରା ନଗରୀ କୁ ଉତ୍ସବ ମୁଖର କରିଦେଇଥିଲେ I

ଶ୍ରୀ ରାମ ଏହି କାରଣ ପାଁଇ ଭାଙ୍ଗିଥିଲେ ରାମ ସେତୁ –
ଏହି କଥା ଆଜି ପର୍ଯ୍ୟନ୍ତ କାହାରି କୁ ବୋଧହୁଏ ଜଣା ନ ଥିବ କି ରାମ ଚନ୍ଦ୍ର ନିଜେ ହିଁ ପର ମୁହୂର୍ତ ରେ ଏହି ସେତୁ କୁ ଭାଙ୍ଗିଦେଇଥିଲେ I

ଏବଂ ଏହା ପଚାର କାହାଣୀ ପଦ୍ମ ପୁରାଣ ରେ ବିସ୍ତୃତ ରୂପେ ବର୍ଣିତ ରହିଛି I ଯେତେବେଳେ ରାମ ଚନ୍ଦ୍ର ଲଙ୍କା ରେ ପହଁଚିଲେ ତ ସେ ବିଭୀଷଣ ଙ୍କୁ ଧର୍ମ ଓ ଅଧର୍ମ ର ଜ୍ଞାନ ଦେଇଥିଲେ ଓ କହିଥିଲେ କି ତୁମେ ସର୍ବଦା ଧର୍ମ ପୂର୍ବକ ନିଜ ରାଜ୍ୟ ର ଶାସନ କରିବ I ତ ସେ ସମୟରେ ବିଭୀଷଣ କହିଥିଲେ କି ଯଦି ଏହି ସେତୁ ରେ କେହି ଲୋକେ ଆସିକି ମୋତେ ହଇରାଣ କରନ୍ତି ଓ ମୋ ଶାସନ କାର୍ଯ୍ୟ ରେ ବାଧା ଉପୁଜେ ତ ମୁ କଣ କରିବି ତ ଏହା ଶୁଣି ରାମ ଚନ୍ଦ୍ର ତାଙ୍କ ର ଦିବ୍ୟ ତୀର ରେ ଉକ୍ତ ସେତୁ କୁ ଭାଙ୍ଗିଦେଇଥିଲେ I
ଏବଂ ତାଙ୍କ ର ତୀରରେ ସେ ଏହି ସେତୁ କୁ ତିନିଖଣ୍ଡ କରିଦେଇଥିଲେ I

LEAVE A REPLY

Please enter your comment!
Please enter your name here