ପୋଲିସ-ଓକିଲ ବିବାଦର ସମ।ଧ।ନ ବ।ଟ ଦେଖ।ଦେଇଛି

0
95

କଟକ: ପୋଲିସ-ଓକିଲ ବିବାଦର ସମ।ଧ।ନ ବ।ଟ ଦେଖ।ଦେଇଛି । ୩ ଜଣ ପୋଲିସ ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା ସୂଚନା ମିଳିଛି । ଏନେଇ ଆଜି ଅପରାହ୍ନରେ ବାର ଆସୋସିଏସନର ବୈଠକ ବସିବାକୁ ଥିବାବେଳେ ଏହି ବୈଠକରେ ଆନେ୍ଦାଳନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି । କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ଚାର୍ଜସିଟ ଦାଖଲ କରିବାରେ ବିଳମ୍ବ କରିବାରୁ ଏହି ମାମଲାର ଶୁଣାଣି ଘୁଞ୍ଚି ଚାଲିଛି ।ତେବେ ଆଜି ସମ୍ପୃକ୍ତ ୩ ପୁଲିସ କର୍ମଚାରୀ କ୍ଷମା ପ୍ରାର୍ଥନା କରିବା ପରେ ଏହି ବିବ।ଦରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ଆଶ। କର।ଯ।ଉଛି

LEAVE A REPLY

Please enter your comment!
Please enter your name here