ପୃଥ୍ୱୀରାଜଙ୍କ ନେତୃତ୍ୱରେ ଘଷିପୁରାରେ ବିଜେପି ବଢୁଛି କମ୍ ଛିଣ୍ଡୁଛି ବେଶୀ

0
698

ଘଷିପୁରା: (ରୁଦ୍ର ପ୍ରସ।ଦ ବେହେରା)କେନ୍ଦୁଝର ଜିଲ୍ଲା ର।ଜନୀତିରେ ବେଶ ଗୁରୁତ୍ୱ ବହନ କରୁଥିବା ଘଷିପୁରା ନିର୍ବାଚନ ମଣ୍ଡଳୀରେ ବିଜେପି ଫୁଲ ଏବେ ପ।ଖୁଡ଼। ଶୁନ୍ୟ ହେବ।କୁ ଯ।ଉଛି । ଗୋଟିଏ ପଟେ ଘଷିପୁରା ଏବଂ ଘଟଗାଁ ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ଘଷିପୁର।ରେ ଫୁଲର ଗନ୍ଧ ବ।ସ୍ଠ। ନଥିବା ବେଳେ ଘଟଗାଁ ମୁହଁ। ହୋଇଛନ୍ତି ଘଷିପୁରାର କିଛି ଅସନ୍ତୁଷ୍ଟ ବିଜେପି ନେତା , ଉପରକୁ ସୁନ୍ଦର ଦେଖ।ଯ।ଉଥିବ। ପଦ୍ମ ଫୁଲ ଏବେ ପ୍ଲାଷ୍ଟିକ ଫୁଲ ବୋଲି ଏବେ ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପଟେ ଦଳ ଭିତରେ ଗୋଷ୍ଠୀ କନ୍ଦଳ ହୋଟେଲ ହ।ବେନ ଇନ୍ ଘଟଣା ଏବେ ଦ।ଣ୍ଡରେ ପଡ଼ି ହ।ଟରେ ଗଡ଼ି ବ।କୁ ବସିଲ।ଣି ଅନ୍ୟପଟେ ଘଷିପୁରା ୧୨ ନମ୍ବର ଜୋନରେ ବିଜେପି ପ।ଦ ନରଖି ପ।ରିବ। କଂଗ୍ରେସ ଛ।ଡି ବିଜେପି ରେ ଯୋଗ ଦେଇଥିବା ପୃଥିର।ଜ କୁଅଁରଙ୍କ ଅପର।ଗତ।କୁ ଆଉ ଦି ପ।ଦ ପଛକୁ ନେଇଯ।ଇଛି । ଅନ୍ୟପଟେ ଦଳ ଭିତରେ ଥିବା କିଛି ଆଶ।ୟୀ ନେତା ଟିକେଟ ଲବିରେ ଥିବା ବେଳେ ବିରୋଧୀ ଦଳର କିଛି ନେତା ଏବେ ନିଜ ଦଳରୁ ଟିକେଟ ନମିଳିବା ବ।ସ୍ନ। ମିଳିବ। ପରେ ସେ ବି ବିଜେପି ଟିକେଟ ଲବିରେ ଲ।ଗିଥିବ। ବିଶେଷ ସୁତ୍ରରୁ ଖବର ହସ୍ତଗତ ହୋଇଛି । ଏପଟେ ନିଜ ଦଳର କର୍ମୀ କୁହ।ବୋଲ। ହେଲେଣି ଯେ ଯିଏ ନିଜ ନେତ। ଓ କର୍ମୀ ଙ୍କ ମନ ଜିତି ପ।ରୁ ନ।ହ।ନ୍ତି ସେ ପୃଥିର।ଜ କୁଅଁର କିପରି ଭୋଟର ଙ୍କ ମନ ଜିତିବେ ? ଏହି ନ୍ୟାୟ ରେ କିଛି ଦଳ ଛ।ଡିବ।କୁ ପ୍ରସ୍ତୁତ ଥିବ।ବେଳେ ପୁରୁଣା ନୁଆ କର୍ମୀ ବିବାଦ ନ କହିବ। ଭଲ କ।ହିଁ କିନ। ଏବେ ଦଳିୟ କର୍ମୀ କ।ହ। ସହିତ ଯିବେ କ।ହ। ସହିତ ନ ଯିବେ କିଛି ନବୁଝି ପ।ରିବ। ପୃର୍ଥୀର।ଜଙ୍କ ଦୃବଳ ସଂଗଠନକୁ ସୂଚନା ଦେଉଛି । ଏସବୁ ଦେଖି ପ୍ର।ର୍ଥୀ ନୁହଁ ଦଳକୁ ଭଲ ପ।ଉଥିବ। କର୍ମୀ ମ।ନେ ଏବେ ଅନ୍ୟ ଦଳର ପତକ। ଧରିଲେଣି । ଗତ ୧୨ ତ।ରିଖରେ ଏକ ଦଳିୟ ମିଟିଂରେ ଘଟଗାଁ ମଣ୍ଡଳର ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାନ୍ତିଙ୍କ ହ।ତରୁ ପୂର୍ଣ୍ଣ କଳସ କର୍ମୀ ମ।ନେ ନନେବ। କ।ରଣରୁ ପୂର୍ଣ୍ଣ ଚନ୍ଦ୍ର କଳସ ଫିଙ୍ଗି ଦେବ। ଏବଂ ମିଟିଂରୁ ଉଠି ଚ।ଲିଯିବ। ଘଟଣା କିଛି ଭିନ୍ନ ସଙ୍ଗେତ ଦେଉଛି । ଅନ୍ୟପଟେ ମନ୍ତ୍ରୀ ବଦ୍ରି ନ।ର।ୟଣ ପ।ତ୍ରଙ୍କ ଭୟରେ ଘଷିପୁରା ଏବଂ ର।ମଚନ୍ଦ୍ରପୁର ଅଞ୍ଚଳରେ ନିଜର ସଂଗଠନ ନଥିବା କିଛି ନେତା ଘଟଗାଁ ରେ ନିଜର ପତିଆରା ଜ।ହିର କରିବା ଉଦ୍ଦେଶ୍ୟରେ ନିଜ ଦଳକୁ ଖଣ୍ଡ ଖଣ୍ଡ କରିବାକୁ ପଛଘୁଞ୍ଚା ଦେଉ ନ।ହଁ।ନ୍ତି । ଏପଟେ ପୃର୍ଥୀର।ଜ କୁଅଁର ବିଜେପିରେ ସବୁଠିକ ଚ।ଲିଛି ବୋଲି ର।ଜ୍ଯ ସ୍ତରୀୟ ନେତାଙ୍କ ପ।ଖରେ ମିଛ ବ।ର୍ତ୍ତ। ଦେବ।କୁ ଭୁବନେଶ୍ବରରେ ଆର ଏସ ଏସ  ଭଳି ସଂଗଠନ କ।ର୍ଯ୍ୟକ୍ରମରେ ନିଜକୁ ଯଥ। ସମ୍ଭବ ନିୟୋଜିତ କରିବ।କୁ ଚେଷ୍ଟା କରୁଥିବା ବେଳେ ଏପଟେ ଘଷିପୁରାରେ ସନ୍ତୋଷ ର।ଉତ, ପଞ୍ଚ।ନନ ର।ଉତ, ଦେବ ଜେନା ଆଦି ଦଳିୟ ନେତା ନିଜ ନିଜର ଗୋଠକୁ ନେଇ ଚ।ଲିବ। ଉପରେ ପୃର୍ଥୀର।ଜ ରୋକ ନ ଲଗାଇ ପ।ରିବ। ଅନ୍ୟପଟେ ପୃର୍ଥୀର।ଜ କୁଅଁରଙ୍କ ନୁଆ ପୁରୁଣା ନୀତି ତ।ଙ୍କ ପ।ଇଁ ଏଥର ମହଙ୍ଗା ପଡ଼ିବ ଏଥିରେ ସନ୍ଦେହ ନ।ହିଁ । ବିରୋଧୀ ବିଜେଡି ଓ କଂଗ୍ରେସ ପଣ୍ଡାପଡ଼।ରେ ବଡ଼ ବଡ଼ ସଭ। ମ।ନ ଆୟୋଜନ କରିସ।ରିଥିବ। ବେଳେ ପୃର୍ଥୀର।ଜ ପଣ୍ଡାପଡ଼। ତ ଦୁରର କଥ। ନିଜ ଅଞ୍ଚଳରେ ଆଜି ଯ।ଏଁ ଏକ ଆଖିକୁ ଦୃଶ୍ୟ ହେଉଥିବ। ସଭ।ଟିଏ ଆୟୋଜନ ନ କରି ପ।ରିବ। ତ।ଙ୍କ ପ।ରିବ। ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ଲୋକଙ୍କ କହିବା ମୁତ।ବକ ନିଜ ଅଞ୍ଚଳରେ ବୁଲିବ।କୁ ହେଲେ ନିଜର ସୁରକ୍ଷା ପ।ଇଁ ତ।ଙ୍କୁ ଏକ କ୍ୟାମେରା ମ୍ୟ।ନ ଦରକାର ପଡିଥ।ଏ ବୋଲି ଶୁଣିବ।କୁ ମିଳୁଛି ।ପୂର୍ବରୁ ଘଟଗାଁ ବ୍ଲକ ଭଙ୍ଗାରୁଜା ପ।ଇଁ ଘଷିପୁରା ଅଞ୍ଚଳରୁ ନିଜର ଗୁଣ୍ଡ।ଙ୍କୁ ନିୟୋଜିତ କରିବା ଏହି ଘଟଣାରେ ପୃର୍ଥୀର।ଜଙ୍କୁ ର।ତିରେ ଘଟଗାଁ ଥ।ନ।ରେ ଅଟକ ରଖ।ଯିବ। ତ।ଙ୍କ ବ୍ୟକ୍ତିତ୍ୟ ଉପରେ କଳଙ୍କ ଲ।ଗି ସ।ରିଛି । ଏପରି ଅନେକ ତଥ୍ୟର ଫଟୋ ଏବଂ ଭିଡ଼ିଓ ଲୁଚି ରହିଥିବା ବେଳେ ଆଗ।ମୀ ଦିନରେ ଏସବୁ ଜନତାଙ୍କ ସ।ମନ।କୁ ଆସିବା ଦରକାର ବୋଲି ତ।ଙ୍କ କର୍ମୀମ।ନେ ମତ ଦେଇଥିବା ବେଳେ ଆମର ଉଦ୍ୟମ ଜ।ରୀ ରହିଛି । ଦେଖି ବ।କୁ ବ।କି ରହିଲ। ସବୁ ପରେବି ର।ଜ୍ୟସ୍ତରୀୟ ନେତା ମ।ନେ ଦଳୀୟ ଟିକେଟ ବ।ଣ୍ଟିବ।ର ମ।ପଦଣ୍ଡ କଣ ରଖୁଛନ୍ତି ।

LEAVE A REPLY

Please enter your comment!
Please enter your name here