ପୁଣି ବିଜେଡିକୁ ଫେରିଲେ ଜ୍ୟୋତିରାଦିତ୍ୟ ମିତ୍ର

0
64

ଭୁବନେଶ୍ୱର,: ବିଜେଡ଼ିକୁ ଫେରିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରାଦିତ୍ୟ ମିତ୍ର । ସେ ଆଗରୁ ବିଜେଡ଼ିରେ ଥିଲେ । ୨୦୧୪ ନିର୍ବାଚନରେ ବିଜେଡ଼ି ଛାଡ଼ି ବିଜେପି ଟିକେଟରେ ଲଢ଼ିଥିଲେ ଏବଂ ସେଥିରେ ପରାଜିତ ମଧ୍ୟ ହୋଇଥିଲେ । ଏବେ କିନ୍ତୁ ସେ ତାଙ୍କ ନିଜ ଘର ବିଜେଡ଼ିକୁ ଫେରିଛନ୍ତି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡ଼ିରେ ମିଶିଛନ୍ତି ।

LEAVE A REPLY

Please enter your comment!
Please enter your name here