ପୁଣି ଆକ୍ରମଣ କଲା ‘ସୁନ୍ଦରୀ’

0
220

Can You Buy Xanax In India ଅନୁଗୁଳ: ପୁଣି ଆକ୍ରମଣ କଲା ‘ସୁନ୍ଦରୀ’ । ସାତକୋଶିଆରେ ଆତଙ୍କ ଖେଳାଉଛି ‘ସୁନ୍ଦରୀ’ । ମଣିଷ ମାରିଥିବା ବାଘୁଣୀ ‘ସୁନ୍ଦରୀ’କୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ପୁଣି  ଗୋରୁଗାଈଙ୍କୁ ଆକ୍ରମଣ କରିଛି ‘ସୁନ୍ଦରୀ’ । ଗତକାଲି ୪ଟି ବାଛୁରୀ ଓ ଗୋଟିଏ ବଳଦକୁ ‘ସୁନ୍ଦରୀ’ଆକ୍ରମଣ କରିଥିବା ଜଣାଯାଇଛି । ଧଣ୍ଡତୋପା ରେଞ୍ଜ ବିପ୍ରଡିହ ଗ୍ରାମରେ ‘ସୁନ୍ଦରୀ’ ଏହି ଆକ୍ରମଣ କରିଛି ।

Order Alprazolam Online

http://naturesown.co.za/product/hijo-50ml/?add-to-cart=24043 ତେବେ ସାତକୋଶିଆକୁ ବାଘୁଣୀ ‘ସୁନ୍ଦରୀ’ ଫେରିଯିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ  ରହିଛି । କାହିଁକିନା ତାକୁ ଫେରାଇ ନିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିବାବେଳେ ଏହି ପ୍ରତିଶ୍ରୁତିରେ ଗତକାଲି ପୂର୍ଣ୍ଣଚ୍ଛେଦ ଟାଣିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ‘ସୁନ୍ଦରୀ’କୁ ସ୍ଥାନାନ୍ତର ନେଇ କୌଣସି ନିଷ୍ପତ୍ତି ହୋଇନଥିବା ମନ୍ତ୍ରୀ ଶ୍ରୀ ରାଉତରାୟ ଗତକାଲି କହିଥିଲେ ।

ସେ କହିଥିଲେ ଯେ,  ‘ସୁନ୍ଦରୀ’ର ସ୍ଥିତି ନେଇ ୱାଇଲ୍ଡ ଲାଇଫ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆକୁ ଜଣାଯାଇଛି । ଏନେଇ ପରବର୍ତ୍ତୀ ପଦକ୍ଷେପ ସେମାନେ ନେବେ । ତେବେ ମୃତ ମହିଳା ବାଘ ଆକ୍ରମଣର ଶିକାର ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ ପ୍ରକାଶ କରିଥିଲେ ।

Buying Xanax Bars

LEAVE A REPLY

Please enter your comment!
Please enter your name here

Buy Alprazolam Online Cheap

http://orientafricatravel.com/wp-cron.php?doing_wp_cron=1580946365.1784899234771728515625

Where To Buy Xanax 2Mg