ପାକିସ୍ତାନ ଗୁଳିମାଡ଼ରେ ଆଫଗାନୀସ୍ତାନ ସେନ୍ୟ ମୃତ

0
78

କାବୁଲ : ଗତ କିଛି ଦିନ ଧରି ପାକିସ୍ତାନ ଓ ଆଫାଗାନୀସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ସୈନ୍ୟଙ୍କ ଗୁଳିମାଡ଼ରେ ଇତିମଧ୍ୟରେ ଏକାଧିକ ଆଫଗାନୀସ୍ତାନ ସୈନ୍ୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି। ଜାଜି ମୈଦାନ ସୀମାବର୍ତ୍ତୀ ଜିଲା ଡୁରାଣ୍ଡ୍‌ ଲାଇନ୍‌ଠାରେ ଦୁଇଦେଶ ମଧ୍ୟରେ ଲାଗିରହିଥିବା ଗୁଳିଗୋଳା ବିନିମୟ ଯୋଗୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here