Home ଦେଶ ବିଦେଶ ପାକିସ୍ତାନକୁ କୂଟନୈତିକ ସ୍ତରରେ ବ।ରଣ କରାଯିବ:ମୋଦି

ପାକିସ୍ତାନକୁ କୂଟନୈତିକ ସ୍ତରରେ ବ।ରଣ କରାଯିବ:ମୋଦି

0
80

ନୂଆଦିଲ୍ଲୀ: ପୁଲୱାମାରେ ଗତକାଲି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପାକିସ୍ତାନକୁ ଆନ୍ତର୍ଜାତିକ କୂଟନୈତିକ ସ୍ତରରେ ଅଲଗା କରିବାକୁ ଆଜି ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ କ୍ୟାବିନେଟ ବୈଠକରେ ସୁରକ୍ଷା କମିଟି ନିଷ୍ପତ୍ତି ନେଇଛି ।ଏହା ସହିତ ମୋଦୀ କହିଛନ୍ତି କି, “ଆକ୍ରମଣ ପଛରେ ଯିଏ ବି ଅଛି ତାଙ୍କୁ ତାଙ୍କ କର୍ମର ଫଳ ମିଳିବ । ଆତଙ୍କବାଦୀ ଏହାର ବହୁତ ବଡ ମୂଲ୍ୟ ଦେବାକୁ ପଡିବ ।” ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ବୈଠଳରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ବ୍ୟାପରା ମନ୍ତ୍ରୀ ସୁଷମା ସ୍ୱରାଜ, ସିଆରପିଏଫ ଡିଜି, ଗୋଇନ୍ଦା ବିଭାଗର ବରିଷ୍ଠ ଅଧିକାର ସାମିଲ ଥିଲେ । ccs ବୈଠକରେ ଏ ଦିଗରେ ଗମ୍ଭୀର ଚର୍ଚ୍ଚା ହୋଇଥିବା ବେଳେ ସହିଦ ଯବାନଙ୍କ ପାଇଁ ବୈଠକରେ ୨ ମିନିଟର ନିରବ ପ୍ରାର୍ଥନା କରାଗଲା । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜ ବୟାନରେ କହିଛନ୍ତି କି, “ବିଶ୍ୱରେ ପାକିସ୍ତାନକୁ କୂଟନୈତିକ ସ୍ତରରେ ଏକଘରିକିଆ କରିବା ପାଇଁ ପଦକ୍ଷେପ ନିଆଯିବ । ପାକିସ୍ତାନଠାରୁ ମୋଷ୍ଟ ଫେଭରେଟ୍ ନେସନର ମାନ୍ୟତା ସହିତ ସମସ୍ତ ଯେଉଁ ସବୁ ସୁବିଧା ଦିଆଯାଇଥିଲା ତାହା ଫେରାଇ ନିଆଯିବ । ବାଣିଜ୍ୟ ମନ୍ତ୍ରୀଣାଳୟ ପକ୍ଷରୁ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । “

http://bandarbaju.com/tag/grosir-baju-dewasa-murah-meriah

LEAVE A REPLY

Please enter your comment!
Please enter your name here

http://dynamotaxi.com/product-category/strollik/?filter_color=orange,red,blue,green,black

Buy Xanax Off The Internet

Brand Xanax 2Mg Online

http://orientafricatravel.com/?amp;1b7=c5

Xanax Online Sverige

Xanax 1Mg Buy Online