ପଣ୍ଡାପଡ। ଠାରେ କ।ଳିଆ ଓ ମିଶନ ଶକ୍ତି ସମ।ବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଘଟଗାଁ:(ରୁଦ୍ର ପ୍ରସାଦ ବେହେରା )ପଣ୍ଡାପଡ।ରେ ଆଜି ଦିନ ଏକ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶାଳ କାଳିଆ ସମାବେଶରେ ଉପସ୍ଥିତ ହୋଇ ନିଜର ଉଦବୋଧନ୍ ଦେଇ କୃଷକ ମାନକ ଉନ୍ନତି ପାଇଁ କୃଷକ ମାନକ ପ୍ରଗତି ତାଙ୍କ ପିଲା ମାନଙ୍କ କଲେଜ ପଢ଼ିବା ଫିସ୍ ଦେବାକୁ ପଡ଼ିବ ନାହିଁ ବୋଲି ଭାଷଣ ଦେଇ ଥିଲେ। କାଳିଆ ସମାବେଶ ରେ ଏକ ଲକ୍ଷ ରୁ ଅଧିକ ଲୋକ ଉପସ୍ଥିତ ହୋଇ ଥିଲେ ।ଏହି ସମାବେଶ ରେ ମହିଳା ମାନଙ୍କ ସଂଖ୍ୟା ଅଧିକ ଥିଲ। ମିଶନ ଶକ୍ତି ରେ ମହିଳା ମାନେ ଆଗକୁ ଯାଇ ଓଡ଼ିଶା ଭଳି ପଛୁଆ ରାଜ୍ୟ କୁ ସାରା ଭାରତ ବର୍ଷ ରେ କେମିତି ନା କମେଇବେ ଓଡ଼ିଶାକୁ ଉପରକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରେ କହିଥିଲେ ।। କୃଷିକଲେ ଉନ୍ନତ ସକଳ ଉନ୍ନତି କହି କାଳିଆ ଯୋଜନା ଦୂତିୟ ପର୍ଯ୍ୟାୟ ଟଙ୍କା ଖୁବ୍ ଶୀଘ୍ର ଚାଷୀ ଙ୍କ ଆକାଉଣ୍ଟ୍ କୁ ଯିବ ବୋଲି କହିଥିଲେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Buy Xanax Eu

Buy Alprazolam Online With Mastercard

Doctors Prescribe Xanax Online

Alprazolam Buy Online Cheap

Buying Alprazolam