ଦିନିକିଆ ଓଡ଼ିଶା ଗସ୍ତରେ ଅରବିନ୍ଦ କେଜ୍ରିୱାଲ୍

0
68
?

ଭୁବନେଶ୍ୱର: ‘ସାମାଜିକ ନ୍ୟାୟ ଅଭିଯାନ’ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ଆୟୋଜିତ ଏକ ବିଶାଳ ଜନସଭାରେ ଯୋଗଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ)ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ପୂର୍ବାହ୍ନରେ ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାପରେ ଦଳୀୟ କର୍ମୀମାନେ ତାଙ୍କୁ ବିମାନବନ୍ଦରରୁ ଏକ ବିରାଟ୍ ବାଇକ୍ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ଅଭିମୁଖେ ନେଇଥିବା ଜଣାଯାଇଛି। କେଜ୍ରିୱାଲ୍ ବିମାନବନ୍ଦରରେ ପହଞ୍ଚିବା ପରେ ‘ଆମ୍ ଆଦମୀ ପାର୍ଟି’ର ବରିଷ୍ଠ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here