ଦିଦିଙ୍କ ପ।ଇଁ ଦ।ଦ।ଗିରି ।

0
490

ଜଳେଶ୍ୱର : ମମତା ଆସୁଛନ୍ତି କହି ପଶ୍ଚିମବଙ୍ଗ ପୁଲିସ ଦାଦାଗିରି ଦେଖା।ଇଲ। ପୋଲିସ ।ମମତାଙ୍କ ଗସ୍ତସ୍ଥଳର ଦେଢ଼ ଶହ କିମି ଦୂରରୁ ଓଡ଼ିଶା ଗାଡ଼ିକୁ ପୁଲିସ ବାଟ ଓଗାଳିଛି। ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଓଡ଼ିଶାର ହଜାର ହଜାର ଗାଡ଼ି ଅଟକି ରହିଛି। ସକାଳ ୬ଟାରୁ ଦୁର୍ଦଶା ଭୋଗିଥିଲେ ଓଡ଼ିଶାର ଯାତ୍ରୀ। କୌଣସି ଗୋଟିଏ ବି ଗାଡ଼ିକୁ ଯିବାକୁ ଦିଆଯାଇନଥିଲ। ସଂଧ୍ୟାରେ ଖବର ଲେଖାହେବା ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଯେଉଁଠି ଥିଲା, ସେଇଠି ଅଟକି ରହିଛି। ଏମିତି ଜାଗାରେ ଅଟକିଛି ଯେ ଯାତ୍ରୀମାନେ ଅସହ୍ୟ ଯନ୍ତ୍ରଣା ଭୋଗିଥିବାର ସୂଚନା ମିଳିଛି ।

Get Prescribed Alprazolam Online

Buy Cheap Xanax Cod Overnight ହେଲେ ଓଡ଼ିଶାକୁ ଆସୁଥିବା ଗାଡ଼ି ଗୁଡ଼ିକ ପାଇଁ ଏପରି କିଛି କଟକଣା ନାହିଁ। କେବଳ ଓଡ଼ିଶା ଗାଡ଼ି ପ.ବଙ୍ଗ ଭିତରକୁ ପଶିପାରିବ ନାହିଁ ବୋଲି ପୁଲିସ କଡ଼ା କଟକଣା ଜାରି କରିଛି। ଟ୍ରକ, ବସ୍‌ଠୁ ଆରମ୍ଭ କରି ଛୋଟ ୪ ଚକିଆ ଯାନ ଗୁଡ଼ିକ ମଧ୍ୟ ଅଟକି ରହିଛନ୍ତି। ଫଳରେ ଜରୁରି କାମରେ କୋଲକତା ଯାଉଥିବା ଯାତ୍ରୀମାନେ ବିନା କାରଣରେ ଦହଗଂଜ ହେବା ସାର ହୋଇଛି। ପଶ୍ଚିମବଙ୍ଗ ପୁଲିସର ଏତାଦୃଶ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମମତାଙ୍କ ପାନାଗଡ଼ ଗସ୍ତ କାର୍ଯ୍ୟକ୍ରମ ପାଇଁ ଏପରି ବ୍ୟବସ୍ଥା ପୁଲିସ କରିଥିବା ସୂଚନା ମିଳିଛି। http://grosirrumahan.com/grosir-kaos-krah-cowok-rp-17-000.html ସୂଚନା ଅନୁସାରେ, ଆଜି ସକାଳ ୬ଟାରେ ୬୦ ନଂ ଜାତୀୟ ରାଜପଥର ସୁନାକଣିଆଠାରେ ପଶ୍ଚିମବଙ୍ଗ ପୁଲିସ ଡାଉନ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖିଥିଲା। ଲୋକେ ଭାବିଥିଲେ କାଗଜପତ୍ର ଯାଞ୍ଚ୍‌ ହେଉଛି। ମାତ୍ର ସଂଧ୍ୟା ପର୍ଯ୍ୟନ୍ତ ଏହି ରାସ୍ତା ସିଲ୍‌ କରାଯାଇଥିବାରୁ ଓଡ଼ିଶା ସୀମାର ଲକ୍ଷ୍ମଣନାଥଠାରୁ ରାଜଘାଟ ଯାଏଁ ହଜାର ହଜାର ଗାଡ଼ି ଅଟକି ରହିଛି। ଓଡ଼ିିଶାରୁ ଜରୁରି କାମରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀ ମଧ୍ୟ ଅଟକି ରହିଛନ୍ତି। ରାସ୍ତା ସିଲ୍‌ ଯୋଗୁ ଆନ୍ଧ୍ରରୁ ଆସୁଥିବା ଅଣ୍ଡା, ମାଛ, କଦଳୀଗାଡ଼ିଗୁଡ଼ିକ ଓଡ଼ିଶା ସୀମାରେ ଦୀର୍ଘ ସମୟ ଅଟକି ରହିଛି। ଅନ୍ୟପଟର ଲାଇନରେ ଗାଡ଼ି ଚଳାଚଳ ସ୍ୱାଭାବିକ ଥିବାରୁ ଏହାକୁ ସେଠାରେ ଉତ୍ତେଜନା ପ୍ରକାଶ ପ।ଇଥିଲ। ।

http://naturesown.co.za/brand/willow/page/30/?add-to-cart=24085

LEAVE A REPLY

Please enter your comment!
Please enter your name here

http://bisnisbajumu.com/tag/kerudung-ceruti-2-layer

Alprazolam Buy Online

http://dynamotaxi.com/product-category/strollik/?filter_color=blue,green,orange,black,yellow

09a42750a9a7ad72407a5133c5408e33

Xanax Online