ଝୁଲିଲ। ତିନି ତଲ।କ୍

0
72

ନୂଆଦିଲ୍ଲୀ: ତିନି ତଲାକ୍‌ ବିଲ୍‌ ରାଜ୍ୟ ସଭାରେ ଉପସ୍ଥାପନ ହୋଇ ନ ପାରି ପୁଣି ଲଟକି ଯାଇଛି। ବିରୋଧୀଙ୍କ ହଙ୍ଗାମା ଯୋଗୁ ଶାସକ ଦଳ ଦିନ ତମାମ୍‌ ଘାଇଲା ହେବା ପରେ ଗୃହର ସାଧାରଣ କାର୍ଯ୍ୟକୁ ଜାନୁୟାରୀ ୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।   ଏନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ବିରୋଧୀ ବିଲ୍‌କୁ  ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବୀ କରିଥିଲେ। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର ସାଧାରଣ କାର୍ଯ୍ୟ ଅଚଳ ହୋଇ ପଡ଼ିଥିଲା। ଁ ଏହି ବିଲ୍‌ ଶାସକ ଦଳ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବାବେଳେ ବିରୋଧୀ ଏନେଇ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ରଣନୀତି।

LEAVE A REPLY

Please enter your comment!
Please enter your name here