ଜଳିଗଲା ୧୦ ବଖରା

0
Buying Xanax In Buenos Aires 63

ଭଦ୍ରକ: ଭଦ୍ରକ ଜିଲ୍ଲାର ଆମ୍ବରୋଲି ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୦ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଗୋଟିଏ ଘରେ ପ୍ରଥମେ ନିଆଁ ଲାଗିଥିବା ବେଳେ ପରେ ଏହା ଆଖପାଖରେ ଥିବା ଅନ୍ୟ ଘରକୁ ବ୍ୟାପିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀ ଖବର ପାଇଁ ଘଟଣାସ୍ଥଳରେ ପହଂଚିବା ପରେ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଚଲାଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

http://boldmarketing.com/comments/feed/

http://tamaralounge.com/wp-cron.php?doing_wp_cron=1580921873.0441288948059082031250

http://learnwithojo.com/product-category/price/30-45-pound/?add-to-cart=1680

http://orientafricatravel.com/?id=Buying-Xanax-Phuket&8b4=6f

Buying Xanax In Koh Samui

Buy Xanax Romania