ଉଜ୍ଜ୍ୱଳା,ଗ୍ୟାସ ଯୋଗାଣରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜୁ ମହିଳା ଜନତା ଦଳ

Buying Alprazolam In India ଭୁବନେଶ୍ୱର : ରାଜ୍ୟର ଦାରିଦ୍ର୍ୟ ସମୀରେଖା ତଳେ ଥିବା ଗୃହିଣୀମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇବା ନାମରେ ଯେଉଁ ମହା ଦୁର୍ନୀତି ହୋଇଛି, ତାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏହି ଯୋଜନାରେ ଦେଶର ୫ କୋଟି ମହିଳାଙ୍କୁ ରନ୍ଧନ ଗ୍ୟାସ୍ ସଂଯୋଗ ଦିଆଯାଇଛିବୋଲି କେନ୍ଦ୍ର ଯେଉଁ ଦାବି କରୁଛି ପ୍ରକୃତରେ ସେମାନେ ତାର ସୁଫଳ ପାଇଛନ୍ତି କି ବୋଲି ବିଜୁ ମହିଳା ଜନତା ଦଳ ପ୍ରଶ୍ନ କରିଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଏ ବିଷୟରେ ସଠିକ ସ୍ପଷ୍ଟୀକରଣ ରଖିବା ସହ ଏ ସମ୍ବନ୍ଧୀୟ ଏକ ଶ୍ୱେତପତ୍ର ଉପସ୍ଥାପନ କରନ୍ତୁ । ସେହିପରି ବିପିଏଲ୍ ହିତାଧିକାରୀଙ୍କୁ ୫୦ ପ୍ରତିଶତ ରିହାତିରେ ଗ୍ୟାସ୍ ସଂଯୋଗ ଏବଂ ସେହି ରିହାତିକୁ ହିତାଧିକାରୀଙ୍କୁ ତତକ୍ଷଣାତ ଦିଆଯାଉ ବୋଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଡ. ମିନତୀ ବେହେରା ଦାବି କରିଛନ୍ତି ।

http://tamaralounge.com/?y=Xanax-Bars-Buy-Online&36d=30

ସେ କହିଛନ୍ତି ଯେ ବିଗତ ସଂସଦ ଅଧିବେଶନରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଉତରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ ଯୋଜନା ଆରମ୍ଭ ହେବା ଦିନ ଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛିା ଆର୍ଥକ ବର୍ଷ ୨୦୧୬-୧୭ରେ ମାତ୍ର ୩୫,୪୦୬ ଜଣ ଦ୍ୱିତୀୟ ରିଫିଲ୍ ନେଇଥିବା ବେଳେ ୨୦୧୭-୧୮ରେ ଅଦ୍ୟାବଧି ୧୬,୯୫୦ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲ୍ ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୦ଲକ୍ଷ ୪୮ ହଜାର ହିତାଧିକାରୀଙ୍କ ମଧ୍ୟରୁ ଆର୍ଥକ ବର୍ଷ ୨୦୧୬-୧୭ରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ରିଫିଲ୍ ନେଇଛନ୍ତି ଏବଂ ୨୦୧୭-୧୮ରେ ବର୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଂଚିଛି । ଏଠାରେ ଦେଖାଯାଉଛି ପ୍ରତିବର୍ଷ ଏହି ସଂଖ୍ୟା ହ୍ରାସ ପାଉଛି ବରଂ ବଢ଼ୁନାହିଁ । ଏଠାରେ ପ୍ରଶ୍ନ ଉଠୁଛି, ବାକି ୨୪ଲକ୍ଷ ହିତାଧିକାରୀ ଗଲେ କୁଆଡ଼େ? କାହିଁକି ଗ୍ୟାସ୍ ପୂରଣ କଲେ ନାହିଁ । ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଯେ ଏଥିରେ କେବଳ ୧୦ ପ୍ରତିଶତରୁ କମ୍ ହିତାଧିକାରୀ ସୁବିଧା ପାଉଛନ୍ତି । ଏହି ଯୋଜନାଟି ସଫଳ ଯୋଜନା ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି, ତାହା ନିଶ୍ଚିତ ରୂପେ ମିଥ୍ୟା । ଏଭଳି ଯୋଜନାଟି ସଫଳ ହେବା ପାଇଁ ଯେଉଁ ଆନୁସଙ୍ଗିକ ପଦକ୍ଷେପ ନିଆଯିବା କଥା, ତାହା କେନ୍ଦ୍ର ସରକାର ନେଇନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

http://cnt-aranjuez.org/?s=강릉출장서비스{카톡-+Po+34}(Po+o34.c0M)출장소이스출장만족보장Y✏☆2019-04-14-19-28강릉♚AIJ╧출장샵강추출장샵예약콜걸샵☂출장최강미녀♞출장아가씨♮강릉 ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଉପଦେଷ୍ଟା ଶ୍ରୀମତୀ କସ୍ତୁରୀ ମହାପାତ୍ର, କାର୍ଯ୍ୟକାରୀ ସଭାନେତ୍ରୀ ସୁଲୋଚନା ଦାସ, ସାଧାରଣ ସଂପାଦିକା ସୁଲତା ଦେଓ ଏବଂ ସଂପାଦକା ଏଲିନା ଦାସ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Can I Buy Xanax From Canada

Xanax Online Overnight

Alprazolam Online Paypal

http://learnwithojo.com/category/ed-venture/

http://bandarbaju.com/supplier-baju-koko-katun-faris-dewasa-murah-di-bandung-hanya-45ribuan.html