ଗୋଟିଏ ଶ୍ମସାନରେ ଏକ।ଠି ଜଳିଲା ୧୩ ଶିଶୁଙ୍କ ଜୁଇ

0
125

ହିମ।ଚଳ ପ୍ରଦେଶ: ଗତ ସୋମବାର ଦିନ ହିମାଚଳ ପ୍ରଦେଶର ଖୁୱାଡାରେ ସ୍କୁଲ୍‌ ବସ୍‌ ଏକ ଗଣ୍ଡରେ ଖସିପଡ଼ିବାରୁ ୨୩ ଜଣ ପିଲାଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା ।  ଏଥିରୁ ୧୩ଟି ଶିଶୁ ଖୁୱାଡା ଗାଁରେ ବାସ କରୁଥିଲେ। ସମସ୍ତ ଶିଶୁଙ୍କ ମୃତ ଶରୀର ଗାଁକୁ ପହଞ୍ଚିବା ପରେ ସାରା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ଶ୍ମଶାନରେ ଗାଁର ସମସ୍ତ ୧୩ ଜଣ ଶିଶୁଙ୍କୁ ଏକା ସହିତ ମୁଖାଗ୍ନି ଦିଆଗଲା। ଶ୍ମଶାନରେ ପିଲାମାନଙ୍କର ସ୍କୁଲ ଡ୍ରେସ ଓ ବ୍ୟାଗ୍ ପଡିଥିବାର ଦେଖିବାକୁ ମିଳିଥିଲା।୪ ରୁ ୧୨ ବର୍ଷ ବୟସ୍କ ଏହି ପିଲାମାନଙ୍କ ଅନ୍ତିମ ବିଦାୟରେ ଗାଁର ଆଖପାଖ ଅଞ୍ଚଳରୁ ପ୍ରାୟ ହଜାର ହଜାର ଲୋକେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here