କିଛି ରୋଚକ କଥା ଚଳଚିତ୍ର ‘କଭି ଖୁସି କଭି ଗମ୍’ ସମ୍ପର୍କରେ

0
129

Order Alprazolam Cheap କରନ୍ ଜୋହର୍ ନିର୍ଦେଶିତ ‘କଭି ଖୁସି କଭି ଗମ୍’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ୧୬ ବର୍ଷ ତଳେ ଏହି ଚଳଚ୍ଚିତ୍ରରେ ବଲିଉଡର ସମସ୍ତ ସୁପରଷ୍ଟାର ଅଭିନୟ କରିଥିଲେ। ବିଗ୍ ବି ଅମିତାଭ ବଚ୍ଚନ, ତାଙ୍କ ପତ୍ନୀ ଜୟା ବଚ୍ଚନ, କିଙ୍ଗ୍ ଖାନ୍ ଶାହରୁଖ, କାଜଲ, ହ୍ରିତିକ୍ ରୋଶନ୍ ଓ କରୀନା କପୁର ଅଭିନୟ କରିଥିବା ଏହି ଚଳଚ୍ଚିତ୍ର ଭଲ ବ୍ୟବସାୟ ମଧ୍ୟ କରିଥିଲା। କରନ୍ ଜୋହର୍ ଚଳଚ୍ଚିତ୍ରର ୧୬ ବର୍ଷ ପୂର୍ତ୍ତି ସ୍ମୃତିକୁ ନିଜ ସୋସିଆଲ ସାଇଟରେ ଉଲ୍ଲେଖ କରିଥିଲେ। ବିଗ୍ ବି ଏହା ଦେଖି ନିଜ ମତ ମଧ୍ୟ ପ୍ରକାଶ କରିଛନ୍ତି। ସମୟ ଯେ କେତେ କ୍ଷିପ୍ର ଭାବେ ଗତି କରୁଛି, ଏହା ପୁରୁଣା କଥା ଆମକୁ ଅବଗତ କରାଉଛି। କିଙ୍ଗ୍ ଖାନ୍ ମତ ଦେଇଛନ୍ତି ଯେ ଏସବୁ ଦିନ ଭୁଲିବାକୁ ଇଚ୍ଛା ହେଉନାହିଁ। କରନ୍ କଭି ଖୁସି…ସୁଟିଂ ସେଟର କେତୋଟି ଫଟୋ ମଧ୍ୟ ଅପଲୋଡ କରିଛନ୍ତି।

http://boldmarketing.com/category/design/ ଏହି ଚଳଚ୍ଚିତ୍ର ସମ୍ପର୍କିତ କେତୋଟି ରୋଚକ ତଥ୍ୟ:

http://grosirrumahan.com/tag/tanah-abang-baju-anak

http://bisnisbajumu.com/tag/konveksi-murah-baby-doll ଅଭିଷେକ ବଚ୍ଚନ ଏଥିରେ ଅଭିନୟ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ କୌଣସି ସମସ୍ୟା ଉପୁଜିବାରୁ ତାଙ୍କ ଅଭିନୀତ ଦୃଶ୍ୟକୁ ଚଳଚ୍ଚିତ୍ରରୁ ବାଦ୍ ଦିଆଯାଇଥିଲା।

ଏହି ଚଳଚ୍ଚିତ୍ରରେ କଳାକାରଙ୍କ ସମସ୍ତ ପୋଷାକ ବିଦେଶରେ ଡିଜାଇନ୍ କରାଯାଇଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିବାର ଜଣାଯାଏ ।

http://audiodescription.co.uk/directory/describers/west-midlands/international-organisations-for-the-support-of-access/screen/east-midlands/wales/international-freelance-audio-describers

http://learnwithojo.com/wp-cron.php?doing_wp_cron=1580915450.6842930316925048828125 ସେ ସମୟରେ ଜନ୍ ଆବ୍ରାହମ୍ ସିନେଜଗତରେ ନବାଗତ ଥିଲେ। ଏଥିରେ ଏକ କ୍ଷୁଦ୍ର ଚରିତ୍ର ତାଙ୍କୁ ମିଳିଥିଲା; କିନ୍ତୁ ଜନ୍ ରାଜି ହୋଇନଥିଲେ ।

LEAVE A REPLY

Please enter your comment!
Please enter your name here

Xanax Online Overnight

Rx Xanax Online

http://naturesown.co.za/wp-cron.php?doing_wp_cron=1580911182.5407369136810302734375