କିଏ ପୋଡ଼ିବ ର।ବଣ ଦ।ମ ର।ଉତ ପ୍ରଶ।ନ୍ତ ମୁଦୁଲି ଗୋଷ୍ଠୀ ମୁହଁ।ମୁହିଁ

0
824

ଭୁବନେଶ୍ବର :ଅସତ୍ୟ ଉପରେ ସତ୍ୟର ବିଜୟ ଯୁଗ ଯୁଗ ଧରି ରହି ଆସିଛି । ହେଲେ ଏହ।ର ର।ଜନୈତିକରଣ ଦେଖି ବ।କୁ ମିଳିଛି ଏରସମ।ରେ ରାବଣପୋଡିକୁ ନେଇ ଦାମୋଦର ରାଉତ ଓ ପ୍ରଶାନ୍ତ ମୁଦୁଲି ଗୋଷ୍ଠୀ ମୁହାଁମୁହିଁ ହୋଇଥିବ।ର ସୂଚନା ମିଳିଛି ।ଏରସମାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରାବଣପୋଡି ପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲ।ଗି ରହିଥିବା ବେଳେ ଏକ ଭିନ୍ନ ପ୍ରକାର ର।ଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାନୁସାରେ ଦାମୋଦର ଯେଉଁ ସ୍ଥାନରେ ରାବଣପୋଡି କରିବାକୁ ଚାହିଁଥିଲେ ସେହି ସ୍ଥାନରେ ପ୍ରଶାନ୍ତ ମୁଦୁଲି ମଧ୍ୟ ରାବଣପୋଡି ପାଇଁ ମନସ୍ଥିର କରିଥିଲେ। ଏଥିପାଇଁ ପ୍ରଶାନ୍ତଙ୍କ ଗୋଷ୍ଠୀ ପ୍ରଶାସନ ଠାରୁ ଅନୁମତି ନେବା ସହ ମଞ୍ଚ ବାନ୍ଧିବା ପାଇଁ ଯୋଜନା କରିଥିଲେ। କିନ୍ତୁ ସେହି ସ୍ଥାନରେ ଦାମଙ୍କ ସମର୍ଥକମାନେ ଆଗୁଆ ମଞ୍ଚ ବାନ୍ଧିଥିଲେ। ତେବେ ଦ।ମୋଦର ଗୋଷ୍ଠୀ ପ୍ରଶାସନ ଠାରୁ ଅନୁମତି ନେଇନଥିବା ବେଳେ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକମାନେ ଏହାର ପ୍ରତିବାଦ କରିଛନ୍ତି । ବିନା ପ୍ରଶାସନ ଅନୁମତିରେ ଦ।ମୋଦର ଗୋଷ୍ଠୀ ମଞ୍ଚ ବ।ନ୍ଧି ଥିବାରୁ ପୁଲିସ ଉପସ୍ଥିତିରେ ତାହାକୁ ଭାଙ୍ଗି ଦିଆଯାଇଥିଲା। ଏହି ଘଟଣାକୁ ନେଇ ଦାମ କ୍ଷୁବ୍ଧ ହୋଇ ପ୍ରଶାସନ ବିରୋଧରେ ବିଶୋଦଗ।ର କରିଛନ୍ତି ।

LEAVE A REPLY

Please enter your comment!
Please enter your name here