‘କାଳିଆ’ରେ ଆହୁରି ୧୦ ଲକ୍ଷ ଚାଷୀ ସାମିଲ ହେବେ

http://dynamotaxi.com/?x=Xanax-Canada-Online ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘କାଳିଆ’ରେ ଆହୁରି ୧୦ ଲକ୍ଷ ଚାଷୀ ସାମିଲ ହେବେ। ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଙ୍ଗଳବାର ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ଚାଷୀ ବର୍ଗରୁ ପୁଣି ୧୦ ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

http://artists-atelier.com/pssttt-dont-be-scared-of-green/

Buy Xanax Cod Overnight ସେହିପରି ସରକାର ୩୫ ଲକ୍ଷ ବଦଳରେ ୪୫ ଲକ୍ଷ ଚାଷୀଙ୍କୁ ଟଙ୍କା ଦେବେ। କ୍ୟାବିନେଟ ବୈଠକରେ କାଳିଆ ଅନୁଦାନ ପ୍ରଦାନ ତାରିଖରେ ମଧ୍ୟ ପରିବର୍ତ୍ତନକୁ ମଂଜୁରୀ ମିଳିଛି। ଅକ୍ଷୟ ତୃତୀୟା, ନୂଆଁଖାଇ ବଦଳରେ ତାରିଖ ନିର୍ଦ୍ଧାରଣ ହୋଇଛି। ଖରିଫ ପାଇଁ ଏପ୍ରିଲ ୧ ତାରିଖ ନିର୍ଦ୍ଧାରଣ ହୋଇଥିବା ବେଳେ ରବି ପାଇଁ ସେପ୍ଟେମ୍ବରରେ ଟଙ୍କା ମିଳିବ।

 

http://learnwithojo.com/product/playfoam-pack-of-8/?add-to-cart=1554

କ୍ୟାବିନେଟ ବୈଠକରେ ଆଜି ମୋଟ ୧୭ଟି ପ୍ରସ୍ତାବରେ ମୋହର ଲାଗିଛି। ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁପାଇଁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥାକୁ ସରଳ କରାଯାଇଛି। ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ୩ ଦିନ ମଧ୍ୟରେ ତଦନ୍ତ ଶେଷ କରାଯାଇ ୧୫ ଦିନ ମଧ୍ୟରେ କ୍ଷତିପୂରଣ ଦିଆଯିବ।