କଳିଙ୍ଗନଗର ମୈଥାନ୍ ଇସ୍ପାତ କାରଖାନାରେ ବିସ୍ପୋରଣ ୫ ଶ୍ରମିକ ଗୁରୁତର

0
64

ଯାଜପୁର: କଳିଙ୍ଗନଗର ସ୍ଥିତ ମୈଥାନ୍ ଇସ୍ପାତ କାରଖାନାର ଏସଏମଏସ ସାଇଡରେ ବୁଧବାର ବିସ୍ପୋରଣ ଘଟିଛି। ଏହି ଘଟଣା ରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀର ୮୦% ପୋଡ଼ି ଯାଇିଛି ।ଆହତମାନେ ହେଲେ ଉମାନାଥ ୟାଦବ, ମାନସ ମଲ୍ଲିକ, ସୁନୀଲ ମାଝୀ, ଉମେଶ ରାୟ। ସେମାନେ ଜେଡ଼ି ଠିକାସଂସ୍ଥା ଅଧୀନରେ ଶ୍ରମିକ ଭାବେ କାମ କରୁଥିଲେ। ପୂର୍ବାହ୍ନରେ ହଠାତ୍‌ ଏସ୍‌ଏମ୍‌ଏସ୍‌ ବିଭାଗର ଲେଡଲ୍‌ ଗ୍ୟାସରେ ବିସ୍ଫୋରଣ ହୋଇଥିଲା। ଏଥିରେ ସେମାନେ ଆହତ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here