ଏଥର ନିର୍ବାଚନ ଲଢ଼ି ନପ।ରନ୍ତି ମନମୋହନ ସିଂହ

0
32

ନୂଆଦିଲ୍ଳୀ: ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ମନମୋହନ ସିଂହ । କିନ୍ତୁ ଏଥର ନିର୍ବାଚନ ଲଢ଼ିବେକି ନାହିଁ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ପଞ୍ଜାବରେ ଲୋକସଭା ନିର୍ବାଚନ ମଣ୍ଡଳୀ ଅମ୍ରିତସରରୁ ମନମୋହନଙ୍କୁ ଲଢ଼ିବା ପାଇଁ କଂଗ୍ରେସ ନେତୃତ୍ୱ ଚାପ ପକାଉଛନ୍ତି । କିନ୍ତୁ ସେ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଉ ଲଢ଼ିବେ ନାହିଁ ବୋଲି କହିଛନ୍ତି । ତାଙ୍କର ଅଧିକ ବୟସ ଓ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ସେ ଲଢ଼ିବେ ନାହିଁ ବୋଲି ହାଇକମାଣ୍ଡଙ୍କୁ ସୂଚନା ଦେଇଛନ୍ତି । କିନ୍ତୁ ତାଙ୍କୁ ଚାରିଆଡ଼ୁ ଚାପ ପକାଯାଉଛି ବୋଲି ଶୁଣିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here