ଏକ।ଠି ହେବେ ହ୍ରିତିକ, ସୁଜାନେ !

Xanax Bars Where To Buy Online ୨୦୧୪ ମସିହାରେ ପତ୍ନୀ ସୁଜାନେ ଖାନଙ୍କଠାରୁ ଛାଡପତ୍ର ପ।ଇବ। ପରେ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ନା ସହିତ ଅନେକ ଅଭିନେତ୍ରୀଙ୍କ ଶୁଣିବ।କୁ ମିଳିଥିଲ। । କିନ୍ତୁ ନିକଟରେ ମିଳିଥିବା ସୂଚନା ଅନୁସାରେ, ହ୍ରିତିକ ପୁଣି ବାହା ହେବାକୁ ପ୍ରସ୍ତୁତ ହେଉଛନ୍ତି । ହେଲେ ହ୍ରିତିକଙ୍କ ଜୀବନରେ ଆଉ କେହି ନୁହନ୍ତି, ସୁଜାନେଙ୍କ ପୁନଃ ପ୍ରବେଶ ହେବାକୁ ଯାଉଛି । ସେମାନେ ଆଉ ଥରେ ବିବାହ କରିବାକୁ ଯୋଜନା କରିଥିବା ସବୁଠି ଚର୍ଚ୍ଚା ହେଉଛି । ସେମାନଙ୍କ ପିଲାଙ୍କ ଭବିଷ୍ୟତକୁ ନେଇ ଉଭୟ ଏକାଠି ହେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ଏ ବେଇ ଉଭୟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ସୂଚନାଯୋଗ୍ୟ, ୨୦୦୦ରେ ଫିଲ୍ମ ‘କହୋନା ପ୍ୟାର ହୈ’ ମୁକ୍ତିଲାଭ ପରେ ହ୍ରିତିକ ନିଜ ପିଲାଦିନର ସାଥୀ ସୁଜୈନ ଖାନଙ୍କୁ ବିବାହ କରିଥିଲେ । ଏହାର ୧୪ ବର୍ଷ ପରେ ୨୦୧୪ରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା ।

Cheapest Xanax In Torn City

LEAVE A REPLY

Please enter your comment!
Please enter your name here

Xanax Australia Buy

http://bisnisbajumu.com/?author=1

http://boldmarketing.com/feed/