ଇନ୍ଧିରାଙ୍କ ଭଳି ଗୁଣ ମୋଦିଙ୍କ ପାଖରେ ନାହିଁ:ରାହୁଲ

0
83

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି ଇନ୍ଧିରାଙ୍କ ଭଳି ଗୁଣ ମୋଦିଙ୍କ ପାଖରେ ନାହିଁ । ଏବେ ରାହୁଲ କହିଛନ୍ତି ମୋଦିଙ୍କ କାମ କରିବାର ତରିକା ତାଙ୍କ ନିଜ ସହକର୍ମୀଙ୍କୁ ମଧ୍ୟ ପସନ୍ଦ ହେଉନି। ଇନ୍ଧିରାଙ୍କ ଭଳି ଗୁଣ ମୋଦିଙ୍କ ପାଖରେ ନାହିଁ। ମୋଦିଙ୍କ ନିକଟତମ ଲୋକେ କେବଳ ଅର୍ଥହୀନ ଭାବେ ଏଭଳି ତୁଳନା କରୁଥିବା କହିଛନ୍ତି ରାହୁଲ।

LEAVE A REPLY

Please enter your comment!
Please enter your name here