ଆସନ୍ତ। ୨୧ ରେ ଵିଧ।ନସଭ। ଘେରିବ ନବନିର୍ମାଣ କୃଷକ ସଂଘ ।

Best Online Xanax Reviews
0
120

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ବିଧାନସଭା ଘେରାଓ କରିବାକୁ ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଂଘ । ସଂଘଠନର ଆବାହକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ବିଧାନସଭା ଘେରାଓ କରିବେ ବୋଲି ସୂଚନ। ମିଳିଛି । ଦୀର୍ଘଦିନ ଧରି ପ୍ରାଇସ-ପ୍ରେଷ୍ଟିଜ-ପେନସନ ଦାବି ନେଇ ଆନେ୍ଦାଳନ କରୁଥିବା ଚାଷୀମ।ନଙ୍କ କଥ। ରାଜ୍ୟ ସରକାର ଦୀର୍ଘଦିନ କର୍ଣ୍ଣପାତ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାରେ ଅନ୍ଧ ହୋଇଯାଇଛନ୍ତି ।ତେଣୁ ଚାଷୀମାନଙ୍କ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଖୋଲା ଚିଠି ପ୍ରଦାନ କରାଯାଇଥିବା କହିଛନ୍ତି ଅକ୍ଷୟ କୁମାର । ତେଣୁ ସେମାନଙ୍କ ଦାବି ହାସଲ ପାଇଁ ଆସନ୍ତା ୨୧ ତାିରଖରେ ବିଧାନସଭା ଘେରାଓ କରିବେ ବୋଲି ଚେତାବନୀ ଦେଇଥିବା କହିଛନ୍ତି ଅକ୍ଷୟ କୁମାର ।