ଆଜି ସନ୍ଧ୍ୟା ୫ଟାରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନର ତାରିଖ

0
50

ନୂଆଦିଲ୍ଲୀ : ଆଜି ସନ୍ଧ୍ୟା ୫ଟାରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନର ତାରିଖ । ଏନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ପ୍ରେସମିଟ୍ ଡକାଯାଇଛି । ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋଡାଙ୍କ ସମେତ ଅନ୍ୟ ନିର୍ବାଚନ ଆୟୁକ୍ତ ମଧ୍ୟ ଉପସ୍ଥିତ ରହିବେ । ଏହା ସହିତ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୩୯ ପଞ୍ଜୀକୃତ, ଅଣସ୍ୱୀକୃତ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି । ଭାରତୀୟ ନିର୍ବାଚନ କମିସନ ପକ୍ଷରୁ ଏହି ସ୍ୱୀକୃତି ମିଳିଛି ।

LEAVE A REPLY

Please enter your comment!
Please enter your name here