ଆଜିଠାରୁ ଜେଇଇ ମେନ୍‌ ପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ ।

0
181

ଭୁବନେଶ୍ୱର(ଓଡ଼ିଶା ରିଡ଼ର୍): ଓଡିଶା ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଜେଇଇ ମେନ୍‌ରେ ଭାଗ ନେଉଛି । ଜେଇଇ ମେନ୍ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ଛ।ତ୍ରଛ।ତ୍ରୀ ମ।ନେ ଆଜିଠାରୁ ଭ।ଗ ନେଇପ।ରିବେ। ଏହି ପ୍ରକ୍ରିୟା ଜାନୁଆରୀ ୧ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ଆଧାରକାର୍ଡ ସମେତ ଆବଶ୍ୟକୀୟ କାଗଜପତ୍ର ଦେଇ ରେଜିଷ୍ଟ୍ରେସନ କରିପାରିବେ। ଆସନ୍ତାବର୍ଷ ଏପ୍ରିଲ ୮ରେ ଜେଇଇ ମେନ୍ ଅଫଲାଇନ୍ ପରୀକ୍ଷା ହେବ।  ଏପ୍ରିଲ ୧୫ ଓ ୧୬ ତାରିଖ ଅନଲାଇନ୍ ପରୀକ୍ଷା ହେବ।  B.Tech ଏବଂ B.Arch ପାଇଁ JEE ରାଙ୍କ ଅନୁସାରେ ଆଡମିସନ ହେବ। OJEE ଅଧ୍ୟକ୍ଷ ତୁଷାର ନାଥ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here