ଅଯୋଧ୍ୟା ମାମଲା ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

Ordering Xanax From Mexico ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ଶୁଣାଣି ଶେଷ ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ୫ଜଣିଆ ଖଣ୍ଡପୀଠରେ ହୋଇଛି ଶୁଣାଣି । ମଧ୍ୟସ୍ଥତା ନେଇ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ । ମଧ୍ୟସ୍ଥତା ପାଇଁ ପ୍ରତିନିଧି ଦେବାକୁ ସବୁ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି । ଶୀଘ୍ର ରାୟ ପ୍ରକାଶ କରିବାକୁ ଚାହୁଁଥିବା କହିଲେ ସୁପ୍ରିମକୋର୍ଟ । ସମସ୍ତ ପକ୍ଷ ସହ ଆଲୋଚନା ପରେ ଚୂଡ଼ାନ୍ତ ରାୟ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

http://cnt-aranjuez.org/?s=【강진출장안마】⊥출장부르는법«해피+오렌지+출장+샵╝‹카톡wyk92›◦﹝птк455.сом﹞아가씨+썰0vN강진Z2019-04-11-23-59[]A7[][][]강진➳강진ZVC[]출장아가씨pU안산+조건+만남▀출장색시미녀언니강진♧

http://richlistgroup.com/?id=Buy-Xanax-From-Usa