ତେଜୁଛି ଉପେନ୍ଦ୍ର ନାଥ ମହାବିଦ୍ୟାଳୟ ପୁରାତନ ଛାତ୍ର ଅସନ୍ତୋଷ

0
1594

ସୋରୋ ଉପେନ୍ଦ୍ରନାଥ କଲେଜ ରେ ହେବାକୁ ଯାଉଛି ସୁବର୍ନ ଜୟନ୍ତୀ କିନ୍ତୁ ଦୁଃଖର ବିଷୟ ଏତେ ବଡ କଲେଜ ରେ କେହି ଭଲ ଅତିଥି ଙ୍କୁ ଡକା ଯାଇ ନାହିଁ ଏବଂ ଭଲ ଭାବରେ ଆୟୋଜନ କରା ଯାଇନାହିଁ | ପୁରାତନ ଛାତ୍ର ଅସନ୍ତୋଷ ର ମୁଖ୍ୟ କାରଣ ହେଉଛି ଏହା କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ନିର୍ଦେଶ ରେ ହେଉ ଅଛି ଏହାକୋ ଅତି ଶୀଘ୍ର ଆୟୋଜନ କରାଯାଉଛି | ପୁରାତନ ଛାତ୍ର ମାନେ କହିଛନ୍ତି ଏଭଳି କରିବାର ମୁଖ୍ୟ କାରଣ ହେଉଛି କିଛି ଶିକ୍ଷକ ଏବଂ କିଛି ନେତା ପାଣ୍ଠି ହଡପ କରିବାକୋ ଚାହୁଁଛନ୍ତି | ଗୋଟିଏ ଛୋଟ ସ୍କୁଲ ରେ ସୁବର୍ଣ୍ଣ ଜୟନ୍ତୀ ହେଲେ ଏହା ଯାକଯମକ ରେ ୩ ଦିନ ପାଳନ ହେଉଛି କିନ୍ତୁ ଉପେନ୍ଦ୍ର ନାଥ ଭଳି ଏତେ ବଡ କଲେଜ ରେ ଏଭଳି ନିମ୍ନ ମନର ୨ ଦିନର ଆୟୋଜନ ପୁରାତନ ଛାତ୍ର ମାନଙ୍କୁ ବହୁତ ପ୍ରଶ୍ନ ଭିତରକ ନେଇ ଯାଉଛି | ଏବେ ଦେଖିବାର ଅଛି ସୁବର୍ଣ୍ଣ ଜୟନ୍ତୀ ରେ ଅସନ୍ତୋସ୍ଟ ଛାତ୍ର ମାନେ କଣ କରୁଛନ୍ତି |

LEAVE A REPLY

Please enter your comment!
Please enter your name here