ସଡ଼କ ଦୃଘଟଣାରେ ଜଣେ ମୃତ୍ୟ .ତିନ ଗୁରୁତର

0
2

ବୋୖଦ୍ଧ:)ବୋୖଦ୍ଧ ଜିଲ୍ଲା 57 ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ।ଅନ୍ୟ ତିନି ଜଣ ଗୁରୁତର ।ଗୁରୁତାରକୁ ସୋନେପୁର ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସେଥି ମଧ୍ୟରୁ ଜଣକର ଦୁଇ ଗୋଡ଼ କଟି ଯାଇଛି।ତେବେ ମୃତକର ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ।ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି |
ରିପୋର୍ଟ :ଶରତ ମହାପାତ୍ର

LEAVE A REPLY

Please enter your comment!
Please enter your name here