ଆଜି ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଦୁବାଇ: ଏସିଆ କପ୍ କ୍ରିକେଟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହ ିଛି । ଶୁକ୍ରବାର ପ୍ରତିଯୋଗିତାର ମହାମୁକାବିଲା ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ଉପବିଜେତା ବାଂଲାଦେଶ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ସର୍ବାଧିକ ୬ଥର ଟାଇଟଲ ହାସଲ କରିଥିବା ଭାରତ ଏଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିବାକୁ ଅ । ଭିଡିଛି । ପୂର୍ବରୁ ୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦ ଏବଂ ୨୦୧୬ରେ ଭାରତ ଚାମ୍ପିଅନ ହୋଇଥିଲା । ସେହିଭଳି ବାଂଲାଦେଶ ପାଇଁ ଏସିଆ କପ୍ ଟାଇଟଲ ଏପର୍ଯ୍ୟନ୍ତ ଅପହ ହୋଇ ରହିଛି । ୫ଥର ଏସିଆ କପ୍ ଆୟୋଜନ କରିଥିବା ବାଂଲାଦେଶ ଦୁଇ ଥର ଉପବିଜେତା ହୋଇଛି । ୨୦୧୨ ଫାଇନାଲରେ ବାଂଲାଦେଶ ୨ ୱିକେଟ୍ରେ ପାକିସ୍ତାନ ନିକଟରୁ ହାରିଥିଲା । ପୁନଶ୍ଚ ୨୦୧୬ ଫାଇନାଲରେ ଭାରତ ୮ ୱିକେଟରେ ବାଂଲାଦେଶକୁ ହରାଇଥିଲା । Order Alprazolam Cheap ବୁଧବାର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବାଂଲାଦେଶ ୩୭ରନରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ପରିସଂଖ୍ୟନ ଅନୁଯାୟୀ ଭାରତ ଏସିଆ କପ୍ ଟାଇଟଲ ଦାବିଦାର ବୋଲି ବିବେଚନା କରାଯାଉଛି । ଅପରପକ୍ଷରେ ତୃତୀୟ ଥର ଫାଇନାଲରେ ପ୍ରବେଶ କରିଥିବା ବାଂଲାଦେଶ ସଭିଙ୍କୁ ବିସ୍ମୟ କଲା ଭଳି ପ୍ରଦର୍ଶନ ଦେଖାଇପାରେ ବୋଲି ଆଶା କରାଯାଉଛି । କାରଣ ୨୦୦୭ ଦିନିକିଆ ବିଶ୍ୱକପର ଲିଗ୍ ପର୍ଯ୍ୟାୟରେ ବାଂଲାଦେଶ ବିଜୟୀ ହୋଇ ଭାରତକୁ ବିଦା କରିଥିଲା । ଫାଇନାଲରେ ବାଂଲାଦେଶ ପାଇଁ ଇଞ୍ଜୁରୀ ସମସ୍ୟା କାଳ ସାଜିପାରେ । ଦଳର ତାରକା ବ୍ୟାଟ୍ସମ୍ୟାନ୍ ତମିମ୍ ଇକବାଲ ଆହତ କାରଣରୁ ଦଳ ବାହାରେ ଥିବା ବେଳେ ସାକିବ ଅଲ ହାସନ ମଧ୍ୟ ଆଙ୍ଗୁଳିରେ ଆଘାତ କାରଣରୁ ଫାଇନାଲ ମ୍ୟାଚ୍ ଖେଳିବେ ନାହିଁ ଟିମ୍ ମ୍ୟାନେଜମେ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଖେଳାଳିଙ୍କ ଅନୁପସ୍ଥିତି ବାଂଲାଦେଶକୁ ଦୃର୍ବଳ କରିଦେବ । ସାକିବଙ୍କ ଆଙ୍ଗୁଳିରେ ସର୍ଜରୀ ହେବାକୁ ଥିବାରୁ ୩୦ରୁ ଜିମ୍ବାୱେ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ସିରିଜ୍ରୁ ମଧ୍ୟ ସେ ବାଦ୍ ପଡିଛନ୍ତି । http://boldmarketing.com/2016/05 ଚଳିତ ଏସିଆ କପ୍ରେ ଭାରତ ନିୟମିତ ଅଧିନାୟକ ତଥା ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିନା ଖେଳୁଛି । ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନି ଦଳର ମଙ୍ଗ ଧରିଛନ୍ତି । ବିଶ୍ରାମ ନେଇଥିବା କୋହଲି ଆଗାମୀ ୨୦୧୯ ଦିନିକିଆ ବିଶ୍ୱକପରେ ଭାରତର ପ୍ରମୁଖ ଅସ୍ତ୍ର ସାଜିବେ । ଚଳିତ ଏସିଆ କପ୍ରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବାରୁ ଇଂଲଣ୍ଡରେ ଟେଷ୍ଟ ସିରିଜ୍(୪-୧)ହାରିବାର ଦୁଃଖରୁ ମୁକୁଳିପାରିଛି । ଏସିଆ କପ ସୁପର ଫୋର’ରେ ଭାରତ ୫ଜଣ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା । ଅଧିନାୟକ ରୋହିତ ଶର୍ମା, ଶିଖର ଧାୱନ୍, ଯଶପ୍ରୀତି ବୁମରା, ଭୁବନେଶ୍ୱର କୁମାର ଓ ୟୁଜଭେନ୍ଦ୍ର ଚହଲ ନଥିବାରୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା ସହ ଟାଇ ରହିଥିଲା । ଏମାନେ ଫାଇନାଲରେ ପୁଣି ଦଳକୁ ପ୍ରତ୍ୟାବ ର୍ନ କରିବେ । ଶିଖର ଧାୱନ୍ ୫ ମ୍ୟାଚରୁ ୩୨୭ରନ୍ ଓ ରୋହିତ ଶର୍ମା ୨୬୯ରନ୍ କରିଛନ୍ତି । ବାଂଲାଦେଶ ବିପକ୍ଷରେ ଭାରତର ଓପନିଂ ଯୋଡି ସଫଳ ହୋଇପାରିଲେ ବିଜୟ ସହଜ ହେବ । ତେବେ ଅମ୍ବାତି ରାୟୁଡୁ, କେଦାର ଯାଦବ ଓ ମହେନ୍ଦ୍ର ସିଂ ଧୋନି ମଧ୍ୟ ବଡ ଇନିଂସ୍ ଖେଳିବାକୁ ସଂଘର୍ଷ କରୁଛନ୍ତି । How To Purchase Alprazolam Online ବାଂଲାଦେଶର ବୋଲିଂ ଆଟାକ୍ ବେଶ ଶୃଙ୍ଖଳିତ ରହିଛି । ମୁସ୍ତଫିଜୁର ରହମାନ, ରୁବେଲ ହୋସେନ୍ ଏବଂ ମଶ୍ରଫି ମୋ ର୍ାଜା ଭାରତ ପାଇଁ ଅଡୁଆ ସୃଷ୍ଟି କରିବେ । ବ୍ୟାଟିଂରେ ମୁସଫିକର ରହିମ ଓ ମହମ୍ମଦୁଲ୍ଲା ରିୟାଦ୍ ଭାରତୀୟ ବୋଲରଙ୍କୁ ନାକେଦମ୍ କରିପାରନ୍ତି । ତେଣୁ ଭାରତ ଓ ବାଂଲାଦେଶ ମଧ୍ୟରେ ଶୁକ୍ରବାର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ ହେବ ବୋଲି ଆଶା କରାଯାଉଛି । http://boldmarketing.com/portfolio-category/condo-directory/?tb_infinite=3 ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ୍(ଉପଧିନାୟକ), ଅମ୍ବାତି ରାୟିଡ଼ୁ, ଦୀନେଶ କା ିର୍କ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର୍, ଯଶପ୍ରୀତ ବୁମରା, ମନିଶ ପାଣ୍ଡେ, ସିଦ୍ଧାର୍ଥ କଉଲ, ଲୋକୋ ରାହୁଲ, ଦୀପକ ଚହର । http://orientafricatravel.com/?id=Buying-Xanax-Online-Uk ବାଂଲାଦେଶ ଦଳ: ମଶ୍ରଫି ମୋ ର୍ାଜା(ଅଧିନାୟକ), ସାକିବ ଅଲ ହାସନ, ମହମ୍ମଦ ମିଥୁନ୍, ଲିଟନ ଦାସ, ମୁଶଫିକର ରହିମ, ଅରିଫୁଲା ହକ୍, ମହମ୍ମଦୁଲ୍ଲା, ମୋସାଦେକ ହୁସେନ୍ ସାଇକତ, ନାଜମୁଲ୍ଲା ହୋସେନ୍ ସାେ ।, ମେହିଦୀ ହାସନ ମିର୍ଜା, ନାଜମୁଲ୍ଲା ଇସ୍ଲାମ ଅପୁ, ରୁବେଲ ହୋସେନ୍, ମୁସ୍ତାଫିଜୁର ରହମାନ, ଆବୁ ହାଇଦର ରୋନୀ ।

Cheapest Xanax Bars Online