ଆଜିର ରାଶିଫଳ

0
106

ମେଷ : ଆଜି ଆପଣଙ୍କୁ ସତେଜ ଏବଂ ଫୂର୍ତ୍ତିର ଅଭାବ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଆପଣଙ୍କ ପାଖରେ କାମ ବିଗିଡ଼ିବାର ଆଶଂକା ରହିବ। ଅଫିସ୍ ରେ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ। ଆଜିର ଦିନ ମୌନ ରହିଲେ ଉତ୍ତମ।

ବୃଷ : ଅତ୍ୟଧିକ କାର୍ଯ୍ୟଭାର ଏବଂ ଖାଇବା ପିଇବାରେ ଦାୟିତ୍ୱହୀନତା ଯୋଗୁଁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ସମୟରେ ଭୋଜନ ଏବଂ ନୀଦ ନ ହେବା କାରଣରୁ ମାନସିକ ଚିନ୍ତା ଅନୁଭବ ହୋଇପାରେ। ଯାତ୍ରାରେ ବିଘ୍ନ ଆସିବାଙ୍କର ଆଶଂକା ଅଛି ତେଣୁ ଯାତ୍ରା କରନ୍ତୁ ନାହିଁ। ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକ ପଠନ ଆପଣଙ୍କୁ ଶାନ୍ତି ଦେବ।

ମିଥୁନ : ମୌଜ- ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କୁ ବିଶେଷ ରୁଚି ହେବ। ମିତ୍ରମାନଙ୍କ ସହିତ ବାହରକୁ ବୁଲିବାକୁ ଯିବାର ଆୟୋଜନ ହେବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ପ୍ରତି ଆକର୍ଷଣ ବଢ଼ିବ। ପ୍ରଣୟ ପ୍ରସଂଙ୍ଗର ପୂର୍ବ ଭୂମିକା ସମ୍ପର୍ଣ୍ଣ ହେବ।

କର୍କଟ : ଆଜିର ଦିନ ଖୁସି ଏବଂ ସଫଳତାର ଦିନ ଅଟେ। ପରିବାରରେ ସୁଖ-ଶାନ୍ତି ରହିବ। ଚାକିରିକରୁଥିବା ଲୋକଙ୍କୁ ଅଫିସ୍ରେ ଅନୁକୂଳ ବାତାବରଣ ରହିବ। ଚାକରବର୍ଗ ଏବଂ ଆଈ ଘର ପଟରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଆବଶ୍ୟକ ଖର୍ଚ୍ଚ ହେବ।

ସିଂହ : ଆଜି ଆପଣ ଶାରୀରିକ ମାନସିକ ସୁସ୍ଥତାରେ କାମ କରିବେ। ସୃଜନାତ୍ମକ ପ୍ରବୃତ୍ତିଗୁଡ଼ିକରେ ବିଶେଷ ହୃଦୟତା ରହିବ। ସାହିତ୍ୟ ଏବଂ କଳାର କ୍ଷେତ୍ରରେ କିଛି ନୂଆ ସୃଜନ କରବାକୁ ପ୍ରେରଣା ମିଳିବ। ପ୍ରେମୀଜନ ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ ହେବ।

କନ୍ୟା : ଆଜି ଆପଣଙ୍କୁ ପ୍ରତିକୂଳତାର ସାମନା କରିବା ପାଇଁ ପ୍ରସ୍ତୁତ ରହବାକୁ ପଡ଼ିପାରେ। ସ୍ଵାସ୍ଥ୍ୟକୁ ନେଇ ଅସୁବିଧା ହୋଇପାରେ। ମନରେ ଚିନ୍ତାର ବୋଝ ରହିବାରୁ ମାନସିକ ଅଣନିଶ୍ୱାସୀ ଅନୁଭବ କରିପାରନ୍ତି। ମାତାଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ହୋଇପାରେ।

ତୁଳା : ଆଜିର ଦିନ ଆପଣଙ୍କପାଇଁ ଭାଗ୍ୟ ବୃଦ୍ଧି ପ୍ରମାଣିତ ହେବ। କୌଣସି କାର୍ଯ୍ୟ ହାତକୁ ନେବା ପାଇଁ ଆଜି ଶୁଭ ଦିନ ଅଟେ। ପୁଞ୍ଜି ନିବେଶ ଆପଣଙ୍କ ପାଇଁ ଲାଭଦାୟକ ରହିବ। ପରିବାରରେ ଭାଇ-ବନ୍ଧୁମାନଙ୍କ ସହିତ ମେଳ-ମିଳାପ ରହିବ। ଛୋଟ ଧାର୍ମିକ ଯାତ୍ରାର ଆୟୋଜନ କରି ପାରିବେ।

ବିଚ୍ଛା : ନକାରାତ୍ମକ ମାନସିକ ବୃତ୍ତି ଟାଳିବାକୁ ଉପଦେଶ। ପାରିବାରିକ ସଦସ୍ୟମାନଙ୍କ ସହିତ ସଂଘର୍ଷରୁ ଦୂରରେ ରୁହନ୍ତୁ। ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅଭିଯୋଗ ହୋଇପାରେ। ଅନାବଶ୍ୟକ ଖର୍ଛ ଉପରେ ଅଂକୁଶ ଲଗାଇବା ଆବଶ୍ୟକ ଅଟେ। ବିଦ୍ୟାର୍ଥିମାନଙ୍କ ପାଇଁ ପାଠପଢ଼ାରେ ଅବରୋଧ ଆସିପାରେ।

ଧନୁ : ଆଜି ଆପଣଙ୍କ ବିଜନେସରେ ସଫଳତା ଏବଂ ଆର୍ଥିକ ଲାଭର ସମ୍ଭାବନା ଅଛି। ସପରିବାର ମାଙ୍ଗଳିକ ପ୍ରସଂଗରେ ଉପସ୍ଥିତ ହେବେ। ଯାତ୍ରା କିମ୍ବା, ବିଶେଷ ରୂପରେ କୌଣସି ତୀର୍ଥଯାତ୍ରାର ସମ୍ଭାବନା ଅଛି। ସ୍ଵଜନମାନଙ୍କ ସହିତ ମିଳନ ଆପଣଙ୍କୁ ହର୍ଷିତ କରିବ।

ମକର : ଆଜି ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକରେ ଅତ୍ୟଧିକ ବ୍ୟସ୍ତ ରହିବେ। ପୂଜା-ପାଠ କିମ୍ବା ଧାର୍ମିକ କାର୍ଯ୍ୟ ପଛରେ ଆପଣଙ୍କ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ସମ୍ଭାଳି କରି କଥାହେବେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଦାମ୍ପତ୍ୟ ଜୀବନରେ ମନମାଳିନ୍ୟ ହୋଇପାରେ।

କୁମ୍ଭ : ନୂଆ କାର୍ଯ୍ୟ କିମ୍ବା ଆୟୋଜନ ହାତକୁ ନେବେ। ଚାକିରିରେ ଲାଭ ହେବ। ମିତ୍ର ବର୍ଗ, ବିଶେଷ ରୂପରେ ମହିଳା ମିତ୍ରମାନଙ୍କଠାରୁ ଆପଣଙ୍କୁ ଲାଭ ହେବ। ଆପଣ ସମାଜରେ ଖ୍ୟାତି ଏବଂ ପ୍ରତିଷ୍ଠା ପ୍ରାପ୍ତ କରି ପାରିବେ। ପତ୍ନୀ ଏବଂ ପୁତ୍ରଙ୍କ ତରଫରୁ ଆପଣ ସୁଖ ଏବଂ ସନ୍ତୋଷ ଅନୁଭବ କରିବେ।

ମୀନ : ଆପଣଙ୍କପାଇଁ ଆଜିର ଦିନ ଶୁଭ ଫଳଦାୟକ ଅଟେ। ବ୍ୟାପାରିମାନଙ୍କୁ ମଧ୍ୟ ବ୍ୟାପାର ଏବଂ ଆୟରେ ବୃଦ୍ଧି ହେବ। ବାକୀ ପଡ଼ିଥିବା ରାଶିର ପଇଠ ହେବ। ପିତା ଏବଂ ବୃଦ୍ଧ ବର୍ଗଙ୍କଠାରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ପରିବାରରେ ସୁଖ-ଶାନ୍ତି ରହିବ। ସରକାରଙ୍କ ତରଫରୁ ଲାଭ ହେବ।

LEAVE A REPLY

Please enter your comment!
Please enter your name here