‘ଶୁଭ୍ରାଂଶୁ’  ଅସୁସ୍ଥ

0
15

ଭୁବନେଶ୍ୱର: ନନ୍ଦନକାନନରେ ଧଳା ବାଘ ଅସୁସ୍ଥ। ‘ଶୁଭ୍ରାଂଶୁ’  ଅସୁସ୍ଥ। ବାଘ ସଫାରୀରେ ରହୁଥିବା ‘ଶୁଭ୍ରାଂଶୁ’ ଗତ କିଛିଦିନ ଧରି ଅସୁସ୍ଥ ଅଛି। ଫଳରେ ତା’ର ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।ରିପୋର୍ଟ ଆସିବା ପରେ ଧଳା ବାଘ ‘ଶୁଭ୍ରାଂଶୁ’ର କ’ଣ ହୋଇଛି, ତାହା ସ୍ପଷ୍ଟ ହେବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here