ସୋରୋ ବିଧାୟକଙ୍କର ମୋ ଭଉଣୀ ସହ ଥିଲା ଅନୈତିକ ସମ୍ପର୍କ : ବୟାନ ଦେଲେ ଭାଇ ( ଦେଖନ୍ତୁ ସମ୍ପୂର୍ଣ୍ଣ ଖବର ଏବଂ ଭିଡ଼ିଓ )

0
14795

ସୋରୋ: ଆଜି ସୋସିଆଲ ମେଡିଆ ରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିଛି ଜଉଥିରେ ଜଣେ ବ୍ୟକ୍ତି ଓଟିଭି ସାମ୍ନାରେ ନିଜର ବୟାନ ରଖିଛନ୍ତି |[sociallocker id=”2156″]ବୟାନ ରେ କହିଛନ୍ତି ସେ ମାନ୍ୟବର ସୋରୋ ବିଧାୟକ ପର୍ଶୁରାମ ଧଡ|ଙ୍କ ପାଇଁ କାମ କରୁଥିଲେ | ବିଧାୟକ ମହୋଦୟ ଏମ.ଏଲ.ଏ କଲୋନୀ ରେ ଥିବା ଘରର କାମ ପାଇଁ ଗୋଟେ ଝିଅ ରଖିବାକୁ କହିଥିଲେ | ତାପରେ ଏହି ବ୍ୟକ୍ତି ଜଣକ ତାଙ୍କ ସମ୍ପର୍କୀୟ ଙ୍କୁ ଏହି କାମ ପାଇଁ ଆଣି ଥିଲେ | କିଛିଦିନ ପରେ ଏହି ଝିଅ ସହ ବିଧାୟକଙ୍କର ଗଡି ଉଠିଥିଲା ଅନୈତିକ ସମ୍ପର୍କ | ଏହି ସମ୍ପର୍କ ବହୁ ଦିନ ଲୋଚାଛୋପା ଚାଲିବା ପରେ ଏହି ବ୍ୟକ୍ତି ଜଣଙ୍କ ଉଲଗ୍ନ ଅବସ୍ଥାରେ ଉଭୟଙ୍କୁ ଦେଖି ଦେଇ ଥିଲେ | ଏବଂ ଏହା ବିରୋଧରେ କହିବାରୁ ତାଙ୍କୁ ଚାକିରୀ ରୁ ନିଲମ୍ବିତ କରି ଦେଇ ଥିଲେ ବିଧାୟକ | ଆସନ୍ତୁ ଦେଖିବା ସେହି ବ୍ୟକ୍ତିଙ୍କର ଭିଡ଼ିଓ ବୟାନ :-
[/sociallocker]

LEAVE A REPLY

Please enter your comment!
Please enter your name here