ସାପ କେତେବେଳେ ଓ କେଉଁଠି ଦେଖିଲେ ଶୁଭ ଜାଣନ୍ତୁ ?

0
168

ଆମ୍ଭେମାନେ ନୀତି ଦିନରେ କେବେ ନା କେବେ ସାପ ଦେଖିଥାଉ .କିଛି ଲୋକ ସାପ ଦେଖି ଡରନ୍ତି ଓ ତାକୁ ମାରି ମଧ୍ୟ ଦିୟନ୍ତି .କିନ୍ତୁ ଆପଣ ଜାଣିଛନ୍ତି କି ଏମିତି ମଧ୍ୟ ସମୟ ଅଛି ଯେଉଁ ସମୟରେ ସାପ ଦେଖିବା ଶୁଭ ହୋଇଥାଏ .ଆସନ୍ତୁ ଜାଣିବା କେବେ ଓ କେଉଁଠି ସାପ ଦେଖିଲେ ଶୁଭ

1. ଯଦି ଆପଣ ଶୋଇଲା ବେଳେ ସ୍ୱପ୍ନରେ ଧଳା ସାପ ଦେଖୁଛନ୍ତି ତ ଆପଣଙ୍କୁ ଧନ ମିଳିପାରେ .

2.ଯଦି ଆପଣ ସ୍ୱପ୍ନରେ ବହୁତ ଗୁଡିଏ ଧଳା ସାପ ଦେଖୁଛନ୍ତି ତେବେ ଆପଣଙ୍କ ଉପରେ ନାଗ ଦେବତାଙ୍କ କୃପା ରହିଛି .

3.ଘର କିମ୍ବା ଘର ର ଆଖ ପାଖରେ ଧଳା ରଙ୍ଗର ସାପ ଦେଖିଲେ ଧନ ମିଳିବାର ସୁଯୋଗ ରହିଥାଏ .

4.ଯଦି କୌଣସି ଜାଗାରେ ସାପ ଲଢ଼ିବାରେ ଦେଖୁଛନ୍ତି ତା ହେଲେ ଆପଣ କୌଣସି ବିବାଦରେ ଫସି ପାରନ୍ତି .

5.ସୋମବାର ଯଦି ଆପଣ ସାପ ଦେଖୁ ଛନ୍ତି ଦେବେ ଆପଣଙ୍କୁ ଧନ ମିଳିପାରେ.

LEAVE A REPLY

Please enter your comment!
Please enter your name here