ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ

0
1

ଭୁବନେଶ୍ୱର: ଆଜିଠୁ ଖୋଲିଛି ରାଜ୍ୟର ସମସ୍ତ ସ୍କୁଲ । ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତ ସ୍କୁଲ ବନ୍ଦ ଥିଲା । ପାଗରେ ପରିବର୍ତ୍ତନ ଯୋଗୁଁ ସରକାର ନିଷ୍ପତ୍ତି ବଦଳାଇ ୨୬ ପରିବର୍ତ୍ତ ଆଜି ସମସ୍ତ ସ୍କୁଳ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜି ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି । କିନ୍ତୁ ଆଜି ସ୍କୁଲ ଖୋଲିଥିବା ବେଳେ ପିଲା ବହୁତ କମ ଆସିଛନ୍ତି ଓ ପ୍ରଥମ ଦିନରେ ଉପସ୍ଥାନ କମ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here