ରାଜ୍ୟରେ କେତେକ ସ୍ଥାନରେ ଆଜି ଠାରୁ ବର୍ଷା ସମ୍ଭାବନା

0
126

ଭୁବନେଶ୍ୱର: ଭୁବନେଶ୍ବର ପ।ଣିପ।ଗ ବିଭାଗର ସୂତ୍ରରୁ ମିଳିଥିବା ଖବର ମୁତାବକ । ବଙ୍ଗୋପ ସାଗରରେ ସୃଷ୍ଟ ଗୁରୁଚାପ, ଟ୍ରାପଲାଇନର ପ୍ରଭାବରେ ଆଜି ଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟର ପଶ୍ଚିମାଂଚଳ ଓ ଆଭ୍ୟନ୍ତରୀଣ ଅଂଚଳରେ ଆଜି ଓ ଆସନ୍ତା କାଲି ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୧୩ ତାରିଖରେ ଉପକୂଳ ଓଡିଶାରେ ବର୍ଷା ହୋଇ ପାରେ । ୧୪ରୁ ବର୍ଷା କମିବ। ସହିତ କେତେକ ସ୍ଥାନରେ କୁଆପଥର ପଡିବାର ସମ୍ଭାବନା ଏଡ।ଇ ଦିଆ ନଯ।ଇପ।ରେ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here