ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ବିଧାୟକ

0
91

Buy Xanax Brand Name
କଟକ: କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ। ଗିରଫ ପରେ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଭାତ ବିଶ୍ୱାଳ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ଆଜି ସେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି।

http://bisnisbajumu.com/tag/gamis-muslimah-denim

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜୁନ୍‌ ୨୬ ତାରିଖରେ ହାଇକୋର୍ଟରୁ ନିୟମିତ ଜାମିନ ମିଳିଥିଲା। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା।

How To Purchase Alprazolam Online ସୂଚନାଥାଉ କି, ସିସୋର୍‌ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ୨୦୧୭ ମସିହା ସେପ୍ଟେମ୍ବର ୧୮ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଗତ କିଛିଦିନ ତଳେ ଚିକିତ୍ସା ପାଇଁ ଏସ୍‌ସିବି ଆସିଥିବାବେଳେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ ପ୍ରଭାତ ବିଶ୍ୱାଳ। ସେ ଭାବପ୍ରବଣ ହୋଇ କାନ୍ଦି କାନ୍ଦି କହିଥିଲେ ‘ମତେ ବହୁତ ନିସ୍ତେଜ ଲାଗୁଛି, ଦେହରେ ନିଶା ପ୍ରଭାବ ରହୁଛି। ମୋତେ ମିଛ କହିଆସେନି’।

feef15604eb668d8f42ddd807f10491e