ର।ଜ୍ୟରେ କେଉଁ ତ।ରିଖରେ କେଉଁ ନିର୍ବାଚନ ମଣ୍ଡଳୀରେ ଭୋଟ ହେବ ?

0
583

ନୂଆଦିଲ୍ଲୀ : ଆଗକୁ ହେବ।କୁ ଥିବା ସ।ଧ।ରଣ ନିର୍ବାଚନ ପ।ଇଁ ଚ।ରିଗୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନଙ୍କ ସୂଚନା ମୁତାବକ  ଅପ୍ରେଲ ୧୧, ୧୮, ୨୩ ଓ ୨୯ରେ ଓଡ଼ିଶାରେ ଭୋଟ ଗ୍ରହଣ ହେବ ।

ଅପ୍ରେଲ-୧୧

କଳାହାଣ୍ଡି : ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା

ନବରଙ୍ଗପୁର : ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନାଗିରି, ଚିତ୍ରକୋଣ୍ଡା

ବ୍ରହ୍ମପୁର : ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି

କୋରାପୁଟ : ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ

 

ଅପ୍ରେଲ-୧୮

ବରଗଡ଼ ଲୋକସଭା : ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା

ସୁନ୍ଦରଗଡ଼ ଲୋକସଭା : ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ

ଆସ୍କା : ପୋଲସରା, କବିସୂର୍ୟ୍ୟନଗର, ଖଲିକୋଟ, ଆସ୍କା, ସୁରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି

କନ୍ଧମାଳ : ବାଲିଗୁଡ଼ା, ଜି ଉଦୟଗିରି, ଫୁଲବାଣୀ, କଂଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର
ବଲାଙ୍ଗୀର : ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଂଟାବାଞ୍ଝୀ

 

ଅପ୍ରେଲ-୨୩

ସମ୍ବଲପୁର ଲୋକସଭା : କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ

କେନ୍ଦୁଝର ଲୋକସଭା : ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ

ଢେଙ୍କାନାଳ : ଢେଙ୍କାନାଳ, ହିନେ୍ଦାଳ, କାମାକ୍ଷାନଗର, ପରଜଙ୍ଗ, ପାଳଲହଡ଼ା, ତାଳଚେର, ଅନୁଗୁଳ

କଟକ : ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡ଼ା

ପୁରୀ : ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼

ଭୁବନେଶ୍ୱର : ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା

 

ଅପ୍ରେଲ-୨୯

ମୟୂରଭଞ୍ଜ ଲୋକସଭା : ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ଉଦଳା, ବାରିପଦା, ମୋରଡ଼ା
ବାଲେଶ୍ୱର : ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି
ଭଦ୍ରକ : ସୋରୋ, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି
ଯାଜପୁର : ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା
କେନ୍ଦ୍ରାପଡ଼ା : ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା
ଜଗତସିଂହପୁର : ନିଆଳୀ, ପାରାଦୀପ, ତିର୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା

 

ଏହି ସବୁ ନିର୍ବାଚନ ମଣ୍ଡଳୀରେ ମତଦାନ କ।ର୍ଯ୍ୟ ଅନୁଷ୍ଠିତ ହେବ ।

 

LEAVE A REPLY

Please enter your comment!
Please enter your name here