ପପୁ ପମ୍ ପମ୍ ଅସୁସ୍ଥ ।

0
809

ଭୁବନେଶ୍ୱର: ଓଲିଓଡ଼ ଜଗତରେ ଖୁବ ଅଳ୍ପ ଦିନରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ସୁଟିଂ ସେଟ୍‌ରୁ ଫେରିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଖଣ୍ଡଗିରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ସେଠାରେ ଡାକ୍ତର ସାଲାଇନ୍‌ ଦେବା ପରେ ସେ ଏବେ ସୁସ୍ଥ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପପୁ ବିଳମ୍ବିତ ରାତିରେ ସୁଟିଙ୍ଗ୍ ସେଟରୁ କିଛି ଖାଦ୍ୟ ଖାଇ ଘରକୁ ଫେରୁଥିଲେ।ହଠାତ୍ ଅସୁସ୍ଥ ଲାଗିବାରୁ ସହକର୍ମୀମାନେ ହସ୍ପିଟାଲ ନେଇଥିଲେ।ଏବେ ସେ ସୁସ୍ଥ ଅଛନ୍ତି ଦିନେ ଦୁଇ ଦିନ ଭିତରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଜିବେ ।

LEAVE A REPLY

Please enter your comment!
Please enter your name here