ୱାନ ମ୍ୟାନ-ୱାନ ପୋଷ୍ଟ ଫର୍ମୂଲାକୁ ବିରୋଧ କଲେ ଭକ୍ତ ଦାସ

0
76

ଭୁବନେଶ୍ୱର : କଟକ ଜିଲ୍ଲା ସଭାପତି ପଦରୁ ପ୍ରକାଶ ବେହେରା ଇସ୍ତଫା ଦେବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୱାନ ମ୍ୟାନ୍-ୱାନ ପୋଷ୍ଟ କଥା ଉଠାଇଥିଲେ । କଂଗ୍ରେସର ଏହି ନୂଆ ଫର୍ମୂଲାକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଆପତ୍ତି ଉଠାଇଥିବାବେଳେ ଆଜି ଏଭଳି ଫର୍ମୂଲାକୁ ଖଣ୍ଡନ କରିଛନ୍ତି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ  । ସେ କହିଛନ୍ତିଯେ, ଯେକୌଣସି ଅଫିସ ବିୟରର ନିର୍ବାଚନ ଲଢ଼ିପାରିବେ  । ତେବେ ବିଜୟ ସମ୍ଭାବନା ହିଁ ଟିକେଟ ପାଇବାର ମାପକାଠି ବୋଲି ଭକ୍ତ ସ୍ପଷ୍ଟ କରିଛନ୍ତି  । ଏଠାରେ ସୂଚାଇ ଦିଆଯାଇପାରେଯେ,  । ପରେପରେ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ତାହାକୁ ସମର୍ଥନ କରିଥିଲେ  । ସେ ମୁଖ୍ୟ ସଚେତକ ଥିବାରୁ କାର୍ଯ୍ୟକାରୀ ସଭାପତି ହୋଇପାରିନଥିଲେ ବୋଲି କହିଥିଲେ  ।

LEAVE A REPLY

Please enter your comment!
Please enter your name here