ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ।

0
6998

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ଭୀଷଣ ଥଣ୍ଡା ହୋଇଥିବା ଜଣାପଡିଛି। ଏହାକୁ ଆଖି ଆଗରେ ରଖି ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ୨ ଦିନ ପାଇଁ ବାତିଲ କରାଯାଇଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟକୁ ଆସିବେ କିନ୍ତୁ କୌଣସି ଦଳୀୟ କାର୍ଯ୍ୟକ୍ରମ ଓ ଟୁର୍ କିମ୍ବା ସଭା ସମିତିରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here