ଦ।ମଙ୍କ ମନ୍ତ୍ରୀ ପଦ ଫେର।ଅ ।

0
2136

କାଲିମେଳା: ବିଜେଡି ନେତା ତଥ। ପୂର୍ବ ତ୍ତନ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତ୍ରୀପଦ ଫେରସ୍ତ କରିବାକୁ ସିପିଆଇ ଚାଷୀ ମୂଲିଆ ସଂଘ ପକ୍ଷରୁ ନାରାୟଣପାଟଣାରେ ବ୍ୟାନର ଲଗାଯ।ଇଛି । ବ୍ୟାନରରେ ମନ୍ତ୍ରୀପଦ ଫେରସ୍ତ କରିବ।କୁ ଲେଖାହୋଇଛି। କୋରାପୁଟ,ରାୟଗଡା ଓ ନାଗାବଲୀ ପକ୍ଷରୁ ଏହି ବ୍ୟାନର ଲଗାଯାଇଥିବ। ଜଣ।ପଡିଛି ।

ସୂଚନାଯୋଗ୍ୟ ମାଓନେତା ରଣଦେବ ଗଣମାଧ୍ୟମକୁ ଏକ ପ୍ରେସ୍ ରିଲିଜ ମ।ଧ୍ୟମରେ ଏହି ସୂଚନା ଦେଇଛନ୍ତି । ସିପିଆଇ କାଲିମେଳା ଆଂଚଳିକ କମିଟି ସଂପାଦକ ରଣଦେବ ତାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଉଥିବା ପ୍ରକାଶ କରିଛନ୍ତି । ପୋଲିସ ତାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପକାଇବା ସହ ଏହା ପୋଲିସର ଏକ କୈ।ଶଳ ବୋଲି ସେ ଚିଠିରେ ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here