ଶୀତଦିନେ ଓଠ ଫାଟିବାର ରହସ୍ୟ

0
186
ଖରାଦିନେ ଅତ୍ୟଧିକ ଖରା ଓ ଗରମ ହେଉଥିବାରୁ ଅଧିକ ଜଳ ବାଷ୍ପରେ ପରିଣତ ହୋଇଥାଏ। ତେଣୁ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ରହି ଏହାକୁ ଆର୍ଦ୍ର ରଖିଥାଏ। କିନ୍ତୁ ବର୍ଷାଋତୁ ପରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ସମ୍ପୂର୍ଣ୍ଣ କମିଯାଏ ଏବଂ ବାୟୁମଣ୍ଡଳ ଶୁଷ୍କ ହୋଇଯାଏ। ଥଣ୍ଡା ଅନୁଭୁତ ହେଉଥିଲେହେଁ ବାୟୁର ଅର୍ଦ୍ରତା ଲୋପ ପାଇଯାଏ। ଏହି କାରଣରୁ ଚର୍ମ ଶୁଷ୍କହୋଇ ଓଠ ଏବଂ ଗୋଡ଼ ହାତ ଫାଟିଥାଏ। ତେଣୁ ଶୀତ ଦିନେ ଏହାର ଯତ୍ନନେବାର ନିହାତି ଆବଶ୍ୟକତା ରହିଛି।

LEAVE A REPLY

Please enter your comment!
Please enter your name here