ଯୋଗି ଥ।ଳି ୧୦ ଟଙ୍କାରେ, କଣ ଅଛି ଏଥିରେ ?

0
2311

ଲକ୍ଷ୍ନୌ: ଆହ୍ଲାହାବାଦରେ ଏବେ ମାତ୍ର ୧୦ ଟଙ୍କାରେ ମିଳିବ ପେଟପୂରା ଖାଦ୍ୟ। ଏହି ଥାଳି ଏବେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଏହାର ନାଁ ଯୋଗୀ ଥାଳି ରଖାଯାଇଛି। ଏହା ସମ୍ପୂର୍ଣ୍ଣ ନିରାମିଷାଶୀ ହୋଇଥିବା ବେଳେ ଏଥିରେ ଭାତ, ଡାଲି, ୨ଟି ତନ୍ଦୁରି ରୁଟି କିମ୍ବା ୪ଟି କଚୋଡି, ଆଚାର ଓ ସାଲାଡ୍‌ ଦିଆଯିବ।

LEAVE A REPLY

Please enter your comment!
Please enter your name here