ଯ।ଜପୁରର ଅଭିନନ୍ଦନ

0
169

 

ଯ।ଜପୁର:ଦିଲ୍ଲୀ ରୁ ପଲ୍ଲୀ ସବୁଠି ସେହି ବୀର ଯବାନ ଅଭିନନ୍ଦନ ଙ୍କର ଚର୍ଚ୍ଚା।କିଛି ଲୋକ ତାଙ୍କ ଷ୍ଟାଇଲ ଓ କଟିଂ କୁ ଅନୁକରଣ କରି ଦେଶ ମାତୃକା ର ।ଗୁଣ ଗାନ କରୁଥିବା ବେଳେ ସେଥିରୁ ବାଦ ପଡି ନାହାନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ସହର 21 ନମ୍ବର ୱାର୍ଡ ସନ୍ତରା ଗ୍ରାମର ବୃନ୍ଦାବନ ମହାପାତ୍ର। ତାଙ୍କୁ ଯିଏ ଯେତେ ଥଟା ପରିହାସ କଲେ ମଧ୍ୟ ସେସବୁ କୁ ଖାତିରି ନ କରି ଭାରତ ମାତା କୀ ଜୟ କହି ଆଗେଇ ଚାଲିଛନ୍ତି ବୃନ୍ଦାବନ।

LEAVE A REPLY

Please enter your comment!
Please enter your name here