ଏସିଆନ୍ ଗେମ୍ସ, ଭାରତକୁ ଚତୁର୍ଥ ସ୍ଵର୍ଣ୍ଣ ଦେଲେ ରାହି

0
71

ଜାକର୍ତ।: ଭାରତକୁ ମିଳିଲା ଚତୁର୍ଥ ସ୍ୱର୍ଣ୍ଣ । ଏସିଆନ୍ ଗେମସରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା । ମହିଳା ୨୫ ପିସ୍ତଲ ପ୍ରତିଯୋଗିତାରେ ଭାରତର ରାହି ସର୍ଣ୍ଣୋବତ ବାଜିମାର କରି ଆଣିଦେଇଛନ୍ତି ଏକ ସ୍ୱର୍ଣ୍ଣ । ଏହି ସ୍ୱର୍ଣ୍ଣକୁ ମିଶାଇ ଭାରତ ସର୍ବମୋଟ ୪ଟି ସ୍ୱର୍ଣ୍ଣ, ୩ଟି ରୌପ ଓ ୪ଟି ବୌଞ୍ଜ ହାସଲ କରିସାରିଲାଣି

LEAVE A REPLY

Please enter your comment!
Please enter your name here