ଜ।ଣନ୍ତୁ ଆପଣଙ୍କ ଭିତରେ କେତେ ପରିମ।ଣରେ ଭରି ରହିଛି କ୍ରୋଧ ।

0
482

ଆମର ଶ।ସ୍ତ୍ର ହିସ।ବରେ ପ୍ରତ୍ୟେକ ମଣିଷର ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତିରୁ ତ।ର ର।ଶି କଣ ଜଣ। ପଡିଥାଏ । ଏବଂ ପ୍ରତୋକ ବ୍ୟକ୍ତିଙ୍କ ରାଶି ଅନୁସାରେ ତାଙ୍କର ଜୀବନର ଶୈଳି ମଧ୍ୟ ହୋଇଥାଏ । କେଉଁ ର।ଶିର ବ୍ୟକ୍ତି କେତେ ମାତ୍ରାରେ କ୍ରୋଧିତ ହୋଇ ଥ।ନ୍ତି ତ।ହ। ମଧ୍ୟ ଜଣ। ପଡ଼ିଥ।ଏ ।
ତ।ହେଲେ ଆସନ୍ତୁ ଆଜି ନିଜକୁ ପରଖି ନେବ। ।

ମେଷ ରାଶି –
ଏହି ରାଶିର ବ୍ୟକ୍ତି ମାନଙ୍କୁ ସାମାନ୍ୟ କଥା ରେ କ୍ରୋଧ ଆସିଥାଏ ଏହି ସମୟରେ ସେମାନଙ୍କୁ ଏକାକୀ ଛାଡ଼ିଦେବା ଉଚିତ.

ବୃଷ ରାଶି –
ଏହି ରାଶିର ବ୍ୟକ୍ତି ଯେତେବେଳେ ଅଧିକ ରାଗିଯାନ୍ତି ସେତେବେଳେ ସାମ୍ନାରେ ଥିବା ବ୍ୟକ୍ତି ଯାହା କହିଲେ ବି ତାଙ୍କ ମୁଣ୍ଡରେ କିଛି ପାଶେ ନାହିଁ .ଏମାନେ ବହୁତ ଶୀଘ୍ର ଶାନ୍ତ ହୋଇଯାନ୍ତି ଓ ପର ମୁହୁର୍ତରେ ପୁଣି ସେହି କଥାକୁ ଧରି ବାସନ୍ତୀ .

ମିଥୁନ ରାଶି –
ଏହି ରାଶିର ବ୍ୟକ୍ତି ମାନେ ଶୀଘ୍ର ରାଗି ନ ଥାନ୍ତି ଆଉ ଯେତେ ବେଳେ ରାଗନ୍ତି ତ ସାମ୍ନା ରେ ଥିବା ବ୍ୟକ୍ତି କରିଥିବା ଭୁଲ ଯଦି ନ ମାନେ ତ ତାଙ୍କ ରାଗ ପୁରା ଶେଷ ସୀମା ଟପି ଯାଇଥାଏ .

କର୍କଟ ରାଶି –
ଏହି ରାଶିର ବ୍ୟକ୍ତି ଙ୍କ କ୍ରୋଧ ସହଜରେ ଶାନ୍ତ ହୋଇନଥାଏ ଏବଂ ସେ ଅପଣଙ୍କୁ ହଇରାଣ ନକରିବା ପର୍ଯ୍ୟନ୍ତ ଚୁପ ବସନ୍ତି ନାହିଁ

ସିଂହ ରାଶି –
ଏହି ରାଶିର ବ୍ୟକ୍ତି ସାମ୍ନାରେ ଥିବା ଲୋକଙ୍କୁ ରାଗ ସମୟରେ ଚିଡାଇବାକୁ ଚେଷ୍ଟା କରେ ଓ ଶୀଘ୍ର ବି ଶାନ୍ତ ହୋଇଯାଇଥାଏ

କନ୍ୟା ରାଶି –
ଏହି ରାଶିର ବ୍ୟକ୍ତି ରାଗ ସମୟରେ ଅତି ଗଭୀର ଭାବରେ ମନରେ ରାଗ ଟିକୁ ନେଇଥାନ୍ତି

ତୁଳା ରାଶି –
ଏହି ରାଶିର ଲୋକେ ସଦାବେଳେ ନିଜ ରାଗ କୁ ସମ୍ଭାଳିବା ଜାଣିଥାନ୍ତି .

ବିଛା ରାଶି –
ଏହି ରାଶିର ବ୍ୟକ୍ତି ତାଙ୍କ ରାଗ କୁ ପ୍ରକାଶ କରିନଥାନ୍ତି ଓ ରାଗ ସମୟରେ ଚୁପଚାପ ରହିଥାନ୍ତି

ଧନୁ ରାଶି –
ରାଗ ସମୟରେ ଏମାନେ ଶୀଘ୍ର ନିଷ୍ପତି ନେଇଥାନ୍ତି ଓ ଅତି ଖରାପ ଶବ୍ଦ ରେ ମଧ୍ୟ ବ୍ୟବହାର କରିବାକୁ ପଛାନ୍ତିନି

ମକର ରାଶି –
ଏହି ରାଶିର ବ୍ୟକ୍ତି ଙ୍କୁ ରାଗ ସମୟରେ ନିଜ ଭୁଲ ପାଇ କ୍ଷମା ମାଗିଲେ ମଧ୍ୟ ଶୁଣନ୍ତି ନାହିଁ .ସବୁ ରାଗ ଅପଣଙ୍କ ଉପରେ ନ ସରିଲା ପର୍ଯ୍ୟନ୍ତ ଚୁପ ବି ରୁହନ୍ତି ନି

କୁମ୍ଭ ରାଶି –
ଏମାନେ କେବେବି ନିଜ ଭାବନାକୁ ପରିପ୍ରକାଶ କରନ୍ତିନି ଓ କ୍ରୋଧ ସମୟରେ ଚୁପ ରୁହନ୍ତି

ମୀନ ରାଶି –
ସାମାନ୍ୟ କଥାରେ ଏମାନେ କଷ୍ଟ ଅନୁଭବ କରିଥାନ୍ତି ଏବଂ ପର ମୁହୁର୍ତରେ କ୍ଷମା ମଧ୍ୟ କରିଦେଇଥାନ୍ତି

ଏହିସବୁ କ୍ରୋଧର ଲକ୍ଷଣ ଦେଖା ଦେଇଥ।ଏ ବିଭିନ୍ନ ର।ଶି କ୍ଷେତ୍ରରେ ।

LEAVE A REPLY

Please enter your comment!
Please enter your name here